ଅନ୍ଧବିଶ୍ବାସର ଅନ୍ଧଗଳି, ଚେଙ୍କ ନେଇ ବୃଦ୍ଧ ଗୁରୁତର
ମୋହନା (କେନ୍ୟୁଜ): ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ସିନ୍ଧବା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ବୃଦ୍ଧ ସୁସ୍ଥ ହେବାକୁ ଚେଙ୍କ ନେଇ ଗୁରୁତର ହୋଇଛନ୍ତି।
ସୂଚନା…