Browsing Tag

iron vessel

କେବେ ଲୁହା ବାସନରେ ତିଆରି ଖାଦ୍ଯ ଖାଇଛନ୍ତି ? କେବଳ ସ୍ବାଦ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀରେ ଶରୀରରେ ପୋଷକ ତତ୍ତ୍ବ ଏବଂ ଆଇରନର ଅଭାବ ସାଧାରଣ କଥା। କମ୍ବୋଡିଆରେ ଆଇରନ ଫିସ ଦ୍ବାରା ବଡ ସଂଖ୍ୟାରେ ଲୋକଙ୍କୁ ଫାଇଦା ହୋଇଛି। ସେଠାରେ ଲୋକ ମାନେ ଖାଦ୍ୟ ପ୍ରସ୍ତୁତ ସମୟରେ ମାଛ ଆକାରର ଏକ ଲୁହା ଖଣ୍ଡକୁ ଭୋଜନରେ ପକାଇ ଦିଅନ୍ତି। ନଅ ମାସ ପର‌୍ୟ୍ୟନ୍ତ…