୧୪ ଦିନରେ ପହଞ୍ଚିଲା ପୂର୍ବତନ ରେଳ ଅଧିକାରୀଙ୍କ ଘରେ ଚଢାଉ, ପୁଣି ଲକରରୁ ମିଳିଲା ନଗଦ ୩୬ ଲକ୍ଷ ଟଙ୍କା
(କେନ୍ୟୁଜ): ବଢିଲା ଇଷ୍ଟକୋଷ୍ଟ ରେଲେଓ୍ଵର ପୂର୍ବତନ ପ୍ରିନ୍ସପାଲ ଚିଫ୍ ଅପରେସନସ୍ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଅଡୁଆ । ପୁଣି ମିଳିଲା ପୂର୍ବତନ IRTS ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଲକରରୁ ନଗଦ ୩୬ ଲକ୍ଷ ଟଙ୍କା । ଅଷ୍ଟମ ଲକରରୁ ନଗଦ ଟଙ୍କା ସହ ମିଳିଛି ୪୫୭ ଗ୍ରାମ ସୁନା ।…