Browsing Tag

isha ambani

ଗୋଲାପୀ ଲେହେଙ୍ଗାରେ ରୟାଲ ଲୁକ ଦେଲେ ମୁକେଶ ତନୟା ଇଶା ଅମ୍ବାନୀ

ଦେଶର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ବିବାହ ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ଶିଳ୍ପପତି ଆନନ୍ଦ ପିରାମିଲଙ୍କ ସହ ହୋଇଥିଲା । ବାହାଘର ପରର ତାଙ୍କର କେତେ ଗୁଡିଏ ଫଟୋ ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା । ଯାହାକୁ ଦେଶ ବାସୀ ଖୁବ ପସନ୍ଦ କରିଥିଲେ…

ସାଙ୍ଗର ବିବାହରେ ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କଲେ ଶ୍ଲୋକା ମେହତା, ଭାଇରାଲ ହେଲା ଭିଡିଓ

ମୁକେଶ ଅମ୍ବାନୀଙ୍କ ବୋହୂ ଶ୍ଲୋକା ଏବଂ ଝିଅ ଇଶା ଆଜି ତାଙ୍କର ପ୍ରଥମ କରଓ୍ଵାଚୌଥ୍ ପାଳନ କରିବେ। ଏହା ପୂର୍ବରୁ ଶ୍ଲୋକା ଏବଂ ଇସାଙ୍କ ମା ନୀତା ଅମ୍ବାନୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବର୍ତ୍ତମାନ ପଯ୍ୟର୍ନ୍ତ ସୋସିଆଲ ମିଡିଆରେ ଲକ୍ଷେ ଭ୍ୟୁଜ୍ ମିଳିସାରିଲାଣି।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ, ଦେଶ ବିଦେଶରୁ ଆସିଲେ ହଜାର ହଜାର ଅତିଥି

କେନ୍ୟୁଜ୍ : ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ । ଗତକାଲି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ପିରାମଲଙ୍କ ହାତ ଧରିଛନ୍ତି ଇଶା । ଏହି ବିବାହରେ ସାମିଲ…

ଅମ୍ବାନୀ ବିବାହ : ମୁମ୍ବାଇ ଏୟାରପୋର୍ଟ ପୁଣି ଭାଙ୍ଗିଲା ନିଜ ରେକର୍ଡ଼, ଗୋଟିଏ ଦିନରେ ଯାତାୟାତ କଲା ୧୦୦୭ ବିମାନ

ମୁମ୍ବାଇ : ଦେଶର କହିବାକୁ ଗଲେ ଭିଆଇପି ବିବାହ ଋତୁ ଚାଲିଛି। ବଲିଉଡ଼ ତାରକାଙ୍କର ଦମଦାର ବିବାହ ପରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶାଙ୍କ ବିବାହ। ଏନେଇ ବର୍ତ୍ତମାନ ଏକ ରେକର୍ଡ଼ ବ୍ରେକ୍ କରିଛି ମୁମ୍ବାଇ ବିମାନବନ୍ଦର। ବିଶ୍ୱର ସବୁଠାରୁ ବ୍ୟସ୍ତତମ ସିଙ୍ଗଲ…

ଇଶାଙ୍କ ପ୍ରିୱେଡ଼ିଂ ସେଲିବ୍ରେସନ : ଖୁବ୍ ଧମାଲ ମଚାଇଲେ ମା’ ନୀତା, ସାମିଲ ହେଲେ ୫୦୦ ସିଇଓଙ୍କ ସହ ୧୮୦୦ ଅତିଥି

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହର ମାହୋଲ ପୁରା ଜମିବାରେ ଲାଗିଛି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଉଦୟପୁର ସହର। ଇଶା ଡ଼ିସେମ୍ବର ୧୨ ତାରିଖ ଦିନ ଆସନ୍ଦ ପରିମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତକାଲି ତାଙ୍କର…

ଆରମ୍ଭ ହେଲା ଇଶା ଅମ୍ବାନିଙ୍କ ୱେଡ଼ିଂ ଧମାଲ , ଉଦୟପୁରରେ ପହଞ୍ଚିଲେ ଭିଭିଆଇପି ଅତିଥି

ମୁମ୍ବାଇ : ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ବିବାହର ଧମାଲ ହୋଇଛି ଆରମ୍ଭ। ବିବାହର ବିଭିନ୍ନ ରୀତିନୀତି ପାଇଁ ଉଦୟପୁରରେ ପହଞ୍ଚିଛନ୍ତି ଅନେକ ବିଶିଷ୍ଟ କଳାକାର। ତେବେ ପ୍ରିୱେଡ଼ିଂ ସେଲିବ୍ରେସନ୍ ଡ଼ିସେମ୍ବର ୮ ଏବଂ ୯ ଡ଼ିସେମ୍ବରକୁ ହେବାର ସୂଚନା ରହିଛି।…

ଦେଖନ୍ତୁ ଇଶା ଆମ୍ବାନିଙ୍କ ନିର୍ବନ୍ଧର ପ୍ରଥମ ଭିଡ଼ିଓ, କେମିତି ଦେଖାଯାଉଥିଲେ ଇଶା ଏବଂ କେମିତି ହେଲା ତାଙ୍କ ସ୍ବାଗତ

ମୁକେଶ ଅମ୍ବାନୀଙ୍କ ଘରେ ଏବେ ଗୋଟିଏ ପରେ ଗୋଟିଏ ବିବାହର ଲାଗି ରହିଛି। ପୁଅ ପରେ ଏବେ ଚାଲିଛି ଝିଅ ଇଶାଙ୍କର ବିବାହ ପ୍ରସ୍ତୁତି। ତେବେ ନିକଟରେ ଇଟାଲୀରେ ଇଶା ଅମ୍ବାନିଙ୍କ ନିବନ୍ଧର ଗ୍ରାଣ୍ଡ ସେଲିବ୍ରେସନ୍ ଶେଷ ହୋଇଛି। ଏଥିରେ ପରିବାର ଏବଂ ଆନନ୍ଦ ପରିମଲଙ୍କର ପ୍ରଥମ ଭିଡ଼ିଓ ଏବେ…