Browsing Tag

ishan kishan

ଦୁଲୀପ ଟ୍ରଫିରେ ଏଣ୍ଟ୍ରି କଲେ ଈଶାନ କିଶନ, ମିଳିପାରେ ଭାରତୀୟ ଟିମରେ ସ୍ଥାନ

ଈଶାନ କିଶନ ଦୁଲୀପ ଟ୍ରଫିରେ ଏଣ୍ଟ୍ରି କରିଛନ୍ତି । ଋତୁରାଜ ଗାୟକଓ୍ଵାର୍ଡଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ସିରେ ଈଶାନଙ୍କ ଏଣ୍ଟ୍ରି ମିଳିଛି । ଏହାପୂର୍ବରୁ ଆହତଜନିତ କାରଣରୁ ଇଣ୍ଡିଆ ଡି ବିପକ୍ଷରେ ଖେଳିପାରିନଥିଲେ । ସେପଟେ ସରଫରାଜ ଖାନଙ୍କୁ ଇଣ୍ଡିଆ ବି ପ୍ଲେଇଂ ଏକାଦଶରେ ସ୍ଥାନ ପାଇଛନ୍ତି ।…

ଈଶାନ କିଶନଙ୍କୁ ମିଳିଲା ଝାଡ଼ଖଣ୍ଡ ଅଧିନାୟକ ଦାୟିତ୍ୱ, ଖୁବଶୀଘ୍ର ଟିମରେ ମିଳିପାରେ ସୁଯୋଗ

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ତଥା ଓ୍ଵିକେଟ କିପର ଈଶାନ କିଶନ ଦୀର୍ଘଦିନରୁ ଟିମରୁ ବାଦ୍‌ ପଡିଛନ୍ତି । ଏବେ ଟିମରେ ସ୍ଥାନ ପାଇବା ପାଇଁ ଈଶାନଙ୍କୁ ସୁଯୋଗ ମିଳିପାରେ । ଈଶାନ ବୁଚି ବାବୁ ଟ୍ରଫି ଖେଳି ଘରୋଇ କ୍ରିକେଟକୁ ଫେରିଛନ୍ତି । ଈଶାନ କିଶନ ଝାଡ଼ଖଣ୍ଡ ଟିମର ଅଧିନାୟକ ହୋଇଛନ୍ତି…

ଖୁବଶୀଘ୍ର ଫେରିବେ ଈଶାନ କିଶନ, ମିଳିପାରେ ଅଧିନାୟକ ଦାୟିତ୍ୱ

ଈଶାନ କିଶନ ଗତ କିଛିଦିନ ହେଲାଣି ଭାରତୀୟ କ୍ରିକେଟ ଟିମରୁ ବାଦ୍‌ ପଡିଛନ୍ତି । ଟିମ୍‌ ପାଇଁ ଶେଷ ମ୍ୟାଚ ୨୦୨୩ରେ ଖେଳିଥିଲେ । ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି । ଆଉ ଈଶାନ କିଶନଙ୍କୁ ଟିମରେ ସ୍ଥାନ ମିଳିଛି । ତେବେ ଏତେ ସବୁ ସମସ୍ୟା ପରେ ଈଶାନ କିଶନ ପୁଣି…

ଅନନ୍ତ ଓ ରାଧିକାଙ୍କ ବିବାହରେ ନାଚିଲେ ଧୋନି, ଈଶାନ, ଧଓ୍ଵନ : ଭିଡିଓ ଭାଇରଲ

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ବେଶ୍‌ ଧୁମଧାମରେ ସରିଛି । ଏହି ବିବାହରେ ବିଶ୍ୱର କୋଣ ଅନୁକୋଣରୁ ସେଲିବ୍ରିଟି ସାମିଲ ହୋଇଥିଲେ । ଭାରତର ନଂ ୧ ଧନୀ ପୁଅ ଅନନ୍ତଙ୍କ ବାହାଘରରେ କ୍ରିକେଟ ଜଗତର ଅନେକ ଖେଳାଳି ସାମିଲ ହୋଇଛନ୍ତି । ସଚିନଙ୍କ ଠାରୁ ଆରମ୍ଭ କରି ଧୋନି,…

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା BCCI, କଟିଲା ୧୦ ପ୍ରତିଶତ ମ୍ୟାଚ ଫି

ଆଇପିଏଲ୍‌ର ୧୭ତମ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ବେଶ୍‌ କିଛି କମାଲ୍‌ କରିପାରିନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ଏହି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପ୍ରବେଶ ଆଶା ଭାଙ୍ଗିଯାଇଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର…

ବିସିସିଆଇ ୨୦୨୩-୨୪ ବାର୍ଷିକ ଚୁକ୍ତିନାମା ତାଲିକା ଘୋଷଣା, ବାଦ୍ ପଡ଼ିଲେ ଶ୍ରେୟସ୍ ଓ ଇଶାନ

ବିସିସିଆଇ ବାର୍ଷିକ ଚୁକ୍ତିନାମା ତାଲିକାରୁ ବାଦ୍ ପଡ଼ିଲେ ଶ୍ରେୟସ୍ ଆୟର ଓ ଇଶାନ କିଶାନ । ୨୦୨୩-୨୪ ପାଇଁ ଜାରି କରାଯାଇଥିବା କଣ୍ଟ୍ରାକ୍ଟ ଲିଷ୍ଟରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ । ଉଭୟ ଖେଳାଳି ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିନଥିଲେ । ଏହି କାରଣରୁ ବୋର୍ଡ ଅସନ୍ତୁଷ୍ଟ ଅଛି ଓ ଏହାର…

ରଣଜୀ ନ ଖେଳିଲେ ଆଇପିଏଲରେ ଖେଳିବାକୁ ମିଳିବନି ସୁଯୋଗ, ଈଶାନଙ୍କ ମନମାନିରେ ବିସିସିଆଇ ଖପ୍ପା

ଭାରତୀୟ ଟିମ୍‌ର ଖେଳାଳି ଈଶାନ କିଶନଙ୍କ ଆଭିମୁଖ୍ୟ ଦେଖି ବିସିସିଆଇ ଖପ୍ପା ହୋଇଛି । ଈଶାନ କେବଳ ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି । ଈଶାନ କିଶନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ଇଚ୍ଛା କରୁ ନାହାନ୍ତି । ତେଣୁ ରଣଜୀ ଟ୍ରଫି ଖେଳୁ ନଥିବା ଖେଳାଳିଙ୍କୁ ବିସିସିଆଇ…

ଟେଷ୍ଟ ସିରିଜରୁ ନାଁ ଫେରାଇନେଲେ ଈଶାନ କିଶନ, ବ୍ୟକ୍ତିଗତ କାରଣ ଯୋଗୁଁ ନେଲେ ନିଷ୍ପତ୍ତି

ଭାରତୀୟ କ୍ରିକେଟ ଟିମ୍‌ ଏବେ ସାଉଥ ଆଫ୍ରିକାରେ ଦିନିକିଆ ମ୍ୟାଚ୍‌ ଖେଳୁଛି । ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ଟିମ୍‌ ଖେଳିବ । ହେଲେ ଟେଷ୍ଟ ସିରିଜ ପୂର୍ବରୁ ଟିମରୁ ବାଦ୍‌ ପଡିଛନ୍ତି ଈଶାନ କିଶନ । ବ୍ୟକ୍ତିଗତ କାରଣ ଯୋଗୁଁ ଈଶାନ ନିଜ ନାଁକୁ ଫେରାଇ ନେଇଛନ୍ତି ବୋଲି ବିସିସିଆଇ କହିଛି ।…

ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ଛଡାଇ ଆଣିଲା ବିଜୟ, ହେଲେ ଭାଙ୍ଗିପାରିଲାନି ଈଶାନଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡାଇ ଆଣିଛନ୍ତି । ଆଫଗାନିସ୍ତାନ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୧ ରନ୍‌ କରିଥିଲା । ହେଲେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ଆଫଗାନିସ୍ତାନ ଠାରୁ ବିଜୟ ଛଡାଇନେଇଛି ।…

ବିରାଟ କୋହଲିଙ୍କ ନକଲ କଲେ ଈଶାନ କିଶନ, ଏମିତି ଜବାବ ଦେଲେ କୋହଲି: ଭିଡିଓ ଭାଇରଲ

ଏସିଆ କପ୍‌ ଜିତିବା ପରେ ଭାରତୀୟ ଖେଳାଳି ଖୁସି ରହିଛନ୍ତି । ଏସିଆ କପ୍‌ ଚାମ୍ପିଅନ ହେବା ପରେ ପଡିଆରେ ସବୁ ଖେଳାଳି ଏକାଠି ହୋଇଥିଲେ । ଏହି ସମୟରେ ଈଶାନ କିଶନ ବିରାଟ କୋହଲିଙ୍କ ଚାଲିବା ନକଲ କରୁଥିବାର ଭିଡିଓ ଭାଇରଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ହସି ହସି ବେଦମ ହେଉଛନ୍ତି ।…

ଟି-୨୦ ସିରିଜ ପୂର୍ବରୁ ଡିନରରେ ଯାଇ ମସ୍ତି କଲେ ହାର୍ଦ୍ଦିକ, ଶୁବମନ ଏବଂ ଈଶାନ କିଶନ,ଫଟୋ ଭାଇରଲ

ପ୍ରଥମେ ଟେଷ୍ଟ, ତା’ ପରେ ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ଆଜିଠାରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ । ଟିମର ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଛି । ଆଉ ଟି-୨୦ ମ୍ୟାଚ୍‌ ପୂର୍ବରୁ…

WTC ଫାଇନାଲ ପୂର୍ବରୁ ଆହତ ହେଲେ ଈଶାନ କିଶନ ଏବଂ କ୍ୟାମରୁନ୍‌ ଗ୍ରୀନ, ଫାଇନାଲରେ ଖେଳିବା ନେଇ ଆଶଙ୍କା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରୁ ଓଭାଲରେ WTC ଫାଇନାଲ ଖେଳାଯିବ । ଏହା ପୂର୍ବରୁ ଈଶାନ କିଶନ ଏବଂ କ୍ୟାମରୁନ ଗ୍ରୀନଙ୍କୁ ଆଘାତ ଲାଗିଛି । ଗୁଜରାଟ ଏବଂ ମୁମ୍ବାଇ ମଧ୍ୟରେ ହୋଇଥିବା କ୍ୱାଲିଫାୟର ୨ ମ୍ୟାଚରେ ଦୁହେଁ ଆହତ ହୋଇଥିବା ଖବର ମିଳିଛି । ଓ୍ଵିକେଟ କିପର କେଏଲ…