ମହିଳା କାନ୍ଥରେ ପିଟି ହୋଇ ସିଧା ପଡ଼ିଲେ ସୁଟ୍କେସ୍ ଭିତରେ, ଟ୍ଵିଟରରେ ଟ୍ରୋଲ ହେଉଛି ଟିଭି ସିରିୟଲର ଅଦ୍ଭୁତ ସିନ୍;…
ଟ୍ଵିଟରରେ ଭାରତୀୟ ଟିଭି ସିରିୟଲର ଏକ ସିନ୍ ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ଲୋକମାନେ ହସି ହସି ବେଦମ୍ ହେଉଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳାଙ୍କ ଗୋଡ଼ ଖସିଯିବାରୁ ସେ କାନ୍ଥରେ ବାଡ଼େଇ ହୋଇ ସୁଟକେସ୍ରେ ଫସିଯାଉଛନ୍ତି। ସେ ସୁଟ୍କେସ୍ରେ ପଡ଼ିଥିଲେ ମଧ୍ୟ…