Browsing Tag

ISIS

ମସ୍କୋରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଗିରଫ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ଉତ୍ତର ପ୍ରଦେଶ ମେରଠରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ କରିଛି ଏଟିଏସ୍‌ । ରୁଷ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ ଗିରଫ ହୋଇଥିବା ବ୍ୟକ୍ତି । ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ । ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ଗୋଟିଏ ଆଧାର କାର୍ଡ,ପାନ୍ କାର୍ଡ ଓ…

ISIS ସହ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢଉ, ୧୩ ଗିରଫ

ISIS ସହ ସଂପୃକ୍ତି ଅଭିଯୋଗ ନେଇ ଏନଆଇଏର ବଡ଼ ଧରଣର ଚଢଉ । କର୍ଣ୍ଣାଟକ ଓ ମହାରାଷ୍ଟ୍ରର ୪୪ଟି ସ୍ଥାନରେ ଚଢଉ କରି ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ସହ ମିଳିତ ଭାବେ ଚଢଉ କରିଛି NIA। ଥାନେ ଗ୍ରାମାଞ୍ଚଳର ୩୧ଟି ସ୍ଥାନରେ ଚଢଉ…

ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ଆତଙ୍କବାଦୀ ନେଟ୍‌ଓ୍ଵାର୍କ, ISIS ପାଇଁ କାମ କରୁଥିବା ୬ ସନ୍ଦିଗ୍ଧ ଗିରଫ

ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ୟୁପିର ବିଭିନ୍ନ ଅଞ୍ଚଳରୁ ୬ ସନ୍ଦିଗ୍ଧ ISIS ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ନାଭେଦ ସିଦ୍ଦିକି, ରକିବ ଇନାମ, ମହମ୍ମଦ ନାଜିମ ଓ ମହମ୍ମଦ ନୋମାନ। ଗିରଫ ସମସ୍ତ ଅଭିଯୁକ୍ତ ଆଲିଗଡ…

ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ, ସିରିଆରେ ପଶି ମାରିଲା ତୁର୍କୀ ସେନା

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌…

ପରିବାରର ୧୩ ସଦସ୍ୟଙ୍କ ସମେତ ନିଜକୁ ଉଡାଇ ଦେଲା ISIS ମୁଖ୍ୟ

ନୂଆଦିଲ୍ଳୀ : ଆମେରିକା ସୈନ୍ୟଙ୍କ ହାତରେ ମୃତ୍ୟୁ ନିଶ୍ଚିତ ବୋଲି ଜାଣିବା ପରେ ପରିବାର ସମେତ ନିଜକୁ ଉଡ଼େଇ ଦେଲା ISIS ମୁଖ୍ୟ ଅବୁ ଇବ୍ରାହିମ ଅଲ୍ ହମେସୀ ଅଲ୍ କ୍ୱରେସୀ। ଆମେରିକା ସେନାର ବିଶେଷ ସୈନ୍ୟ ଦଳ ସିରିଆରେ ଆଇଏସଆଇଏସ ମୁଖ୍ୟକୁ ନିପାତ କରିବାକୁ ଅପରେସନ ଆରମ୍ଭ କରିଥିଲା। ନିଜର…

ଗୌତମ ଗମ୍ଭୀର ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଲା ISIS, ରାତିରେ ମିଳିଛି ଇ-ମେଲ; ଘର ବାହାରେ ସୁରକ୍ଷା ବଢ଼ାଇ ଦେଲା…

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକପୂର୍ଣ୍ଣ ଏକ ଇମେଲ ମିଳିଛି। ଏହି ମେଲ ପରେ ଦିଲ୍ଲୀ ପୋଲିସ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବଢ଼ାଇ ଦେଇଛି। କହି ରଖୁଛୁ, ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ନିଜର…

ଆଇଏସ୍‌ଆଇଏସ୍‌ ସଂଗଠନରେ କେରଳର ଯୁବତୀ, ଫଟୋ ଦେଖି ଚିହ୍ନିଲେ ମା

ତିରୁବନନ୍ତପୁରମ୍‌ : ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ରେ ଭାରତୀୟ ଯୁବତୀ । କେରଳର ଜଣେ ଯୁବତୀ ଗତ ୨୦୧୬ରୁ ନିଖୋଜ ଥିଲେ । ନିକଟରେ ଆଫଗାନିସ୍ତାନରେ ଆତ୍ମସମର୍ପଣ କରିଥିବା କିଛି ଆଇଏସ୍‌ଆଇଏସ୍‌ ସଦସ୍ୟଙ୍କ ମଧ୍ୟରେ କେରଳର ଜଣେ ଯୁବତୀର ଫଟୋ ଦେଖି ତାର ମା ତାକୁ ଚିହ୍ନି ପାରିଛନ୍ତି । ବିନ୍ଦୁ…

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ : ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ISIS

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ ଆଇଏସଆଇଏସ। ପ୍ରାଥମିକ ଯାଞ୍ଚରୁ ଏହା ଜଣାପଡ଼ିଥିବା ବେଳେ ନ୍ୟୁଜ ଏଜେନ୍‌ସୀ ରଏଟର ମଧ୍ୟ ସୂଚନା ଦେଇଛି। ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ…

ୟାଜିଦି ଯୁବତୀଙ୍କୁ ଦୁଷ୍କର୍ମ ଅନ୍ୟାୟ ନୁହେଁ, ଏକଥା କହିଲେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ପତ୍ନୀ

ୟାଜିଦି ଝିଅମାନଙ୍କୁ ଦୁଷ୍କର୍ମ ଆଦୌ ଅନ୍ୟାୟ ନୁହେଁ । କୋରାନ୍‌ ଅନୁସାରେ ଯୁଦ୍ଧବନ୍ଦୀମାନଙ୍କୁ ତୁମେ ବସ୍ତୁ ଭାବେ ବ୍ୟବହାର କରି ପାରିବ । ତେଣୁ ଯେଉଁ ମହିଳାମାନଙ୍କୁ ଆଇଏସ୍‌ଆଇଏସ୍‌ ତାର ଗୋଲାମ୍‌ କରି ରଖିଛି ସେମାନଙ୍କ ସହ ଦୁଷ୍କର୍ମ କିମ୍ବା ସେମାନଙ୍କୁ ହତ୍ୟା କରିବା ଅନ୍ୟାୟ ନୁହେଁ…