Browsing Tag

Iskcon

କଂସାଇକୁ ଗାଇ ବିକିବା ଟିପ୍ପଣୀ.., ମେନକା ଗାନ୍ଧୀଙ୍କ ଉପରେ ଇସ୍କନ କଲା ୧୦୦ କୋଟି ଟଙ୍କାର ମାନହାନି ମାମଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ସାଂସଦ ମେନକା ଗାନ୍ଧୀଙ୍କ ଉପରେ ଇସ୍କନ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛି । ମେନକା ଗାନ୍ଧୀ ଇସ୍କନ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ କୋଲକାତା ଇସ୍କନ ମେନକାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି । ଇସ୍କନର…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମେନକା ଗାନ୍ଧି

ବିଜେପି ସାଂସଦ ମେନକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମେନକା ଗାନ୍ଧି । ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି ।…

ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରସ୍ତୁତି ଶେଷ, ୩ଟାରେ ରଥ ଟଣା

ଭୁବନେଶ୍ୱର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରସ୍ତୁତି ଶେଷ । ଏଥିପାଇଁ ଚଳଚଞ୍ଚଳ ହୋଇଛି ଇସ୍କନ ମନ୍ଦିର । ରଥ ଯାତ୍ରାର ନୀତିକାନ୍ତି ଅନୁସାରେ ସକାଳ ୭ଟା ୩୦ରେ ଦର୍ଶନ ଆରତୀ ପରେ ୮ଟା ୩୦ରେ ରଥ ପ୍ରତିଷ୍ଠା ହେବ । ୧୦ଟା ୪୫ରେ ପହଣ୍ଡି ବିଜେ ହେବ ।…

ନୂଆ ବର୍ଷ ପୂର୍ବରୁ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର, ଖାଦ୍ୟ ପାଇଁ ହେବାକୁ ପଡ଼ିବନି…

ଅନେକ ସମୟରେ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ସମୟେ ସମୟେ ଅନେକ ସୁବିଧା ନେଇ ଆସିଛି। ଯେଉଁଥିରେ ବିଭିନ୍ନ ପ୍ରକାର ଯୋଜନା ସାମିଲ ରହିଥାଏ। ବର୍ତ୍ତମାନ ମଧ୍ୟ ରେଳବାଇ ଯାତ୍ରୀଙ୍କ ପାଇଁ ନୂଆ ବର୍ଷ ପୂର୍ବରୁ ନେଇ ଆସିଛି ଖୁସି ଖବର। ତେବେ ଆଗାମୀ ଦିନରେ ଏହା ସବୁ ଟ୍ରେନରେ ମଧ୍ୟ ଆରମ୍ଭ…

ରୁଷ-ୟୁକ୍ରେନ ଯୁଦ୍ଧରେ ତ୍ରାଣକର୍ତ୍ତା ସାଜିଲେ କୃଷ୍ଣ ଭକ୍ତ; କରୁଛନ୍ତି ଏଭଳି ହିତ କାର୍ଯ୍ୟ

ୟୁକ୍ରେନରେ ସଙ୍କଟ ସ୍ଥିତି। ଚାରିଆଡ଼େ ହାହାକାର। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁ ଏବେ ସେଠାରେ ବିନାଶର ପରିସ୍ଥିତି ସୃଷ୍ଟି ହୋଇଛି। ଚାରିଆଡେ ମିସାଇଲ୍‌ ମାଡ଼ ହେଉଛି। ବଡ଼ ବଡ଼ କୋଠା ଧୁଳିସାତ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ଦେଶରେ ଖାଦ୍ୟ, ପାନୀୟର ଅଭାବ ଦେଖା ଦେଲାଣି। ଏହି ବଡ଼ ସଙ୍କଟ…

ଇସ୍କନ୍‌ ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁପାଦଙ୍କ ଜୟନ୍ତୀରେ ୧୨୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସସ୍‌ନେସ୍‌(ISKCON)ର ପ୍ରତିଷ୍ଠାତା ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ ତମ ଜୟନ୍ତୀ ଅବସରରେ ୧୨୫ ଟଙ୍କିଆ ସ୍ୱତନ୍ତ୍ର ସ୍ମାରକ କଏନ୍‌ ଜାରି କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ…