Browsing Tag

iskcon program in jail

କଏଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ, ଜେଲରେ ଇସ୍କନ ପକ୍ଷରୁ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ (କେ ନ୍ୟୁଜ଼) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଜିଲ୍ଲା କାରାଗାର । ଏଠାରେ ୪ ଶହରୁ ଅଧିକ କଏଦୀ ବିଭିନ୍ନ ଅପରାଧିକ ମାମଲାରେ ସଜ଼ା କାଟୁଛନ୍ତି। କଏଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର କରାଯାଉଛି ।…