Browsing Tag

israel

ଏହି ଦେଶର କାନ୍ଥରେ କରାଯାଏ ଚାଷ, ଧାନ ଠାରୁ ଗହମ ଓ ପନିପରିବା ସବୁକିଛି କରାଯାଏ ଉତ୍ପାଦନ

ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତମାନର ହୋଇସାରିଲାଣି। ଖାସ୍‌ କରି କୃଷି କ୍ଷେତ୍ରରେ। କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ଆପଣାଯାଉଛି। ଯାହା ଚାଷ କରିବାରେ ବେଶ ସହାୟକ ହୋଇଥାଏ। ସହଚରେ ଚାଷ କାର୍ଯ୍ୟ ହୋଇପାରୁଥିବାରୁ ଭଲ ଉତ୍ପାଦନ ମଧ୍ୟ ହେଉଛି। ଯଦି…

କରୋନା କାରଣରୁ ନିଜ ପ୍ରିୟଜନଙ୍କୁ ମିସ କରି ଗଛକୁ ଆଲିଙ୍ଗନ କରୁଛନ୍ତି ଇସ୍ରାଏଲବାସୀ

ବର୍ତ୍ତମାନ ସମୟରେ ମହାମାରୀ କରୋନା କାରଣରୁ ବିଶ୍ଵର କୋଣ ଅନୁକୋଣରେ ସାମାଜିକ ଦୂରତା ରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ଲୋକ ମାନଙ୍କ ମଧ୍ୟରେ ମାସ୍କ ବ୍ୟବହାର, ପରସ୍ପର ମଧ୍ୟରେ ଅତି କମରେ ୨ ଫୁଟର ଦୂରତା ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା ଭଳି ସତର୍କତା ମାନ ବାରମ୍ବାର ଜାରି…

ଶରୀର ଭିତରେ କରୋନା ଭାଇରସକୁ ମାତ ଦେବ ଇସ୍ରାଏଲ ଦ୍ୱାରା ବିକଶିତ ହୋଇଥିବା ଆଣ୍ଟିବଡ଼ି

ବିଶ୍ୱ ବ୍ୟାପୀ ମାରାତ୍ମକ କରୋନା ଭାଇରସ ଦ୍ରୁତ ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହା ଦାଉରୁ ପାଖାପାଖି ୨ ଲକ୍ଷ ୫୮ ହଜାର ନିରୀହ ଲୋକଙ୍କ ଜୀବନ ଗଲାଣି । ପ୍ରତ୍ୟକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ବି ଘଟୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୭ ଲକ୍ଷ…

ଦୁନିଆର ସବୁଠାରୁ ଭୟଙ୍କର ଗୁପ୍ତଚର ଏଜେନ୍ସୀ ‘ମୋସାଦ’, ଯାହା ଅସମ୍ଭବକୁ କରିଥାଏ ସମ୍ଭବ

ସମଗ୍ର ବିଶ୍ୱରେ ଅନେକ ପ୍ରକାର ଗୁପ୍ତଚର ଏଜେନ୍ସୀ ରହିଛି। ଯାହା ବିଷୟରେ ପ୍ରାୟତଃ ସମସ୍ତେ ଅଜଣା। ସେହିପରି ଇସ୍ରାଏଲରେ ଥିବା ଗୁପ୍ତଚର ଏଜେନ୍ସୀ ମୋସାଦ ବିଷୟରେ ଆପଣମାନେ ନିଶ୍ଚିତ ଜାଣିଥିବେ। ଏହା ଦୁନିଆର ଏପରି ଏକ ଗୁପ୍ତରଚର ଏଜେନ୍ସୀ, ଯାହାର ନାମ ଶୁଣିଲେ ବଡ ବଡ ଆତଙ୍କୀ ଭୟ କରନ୍ତି।…

ଜାଣନ୍ତୁ ଇସ୍ରାଏଲ ଏତେ ଧନୀ କିପରି ହେଲା, କେଉଁଠୁ ଆସିଲା ଏତେ ଟଙ୍କା?

ଆଜି ଠାରୁ ପ୍ରାୟ ୬୦/ ୭୦ ବର୍ଷ ପୂର୍ବରୁ ଦୁନିଆର ନକ୍ସାରେ ଯେଉଁ ଦେଶର କୌଣସି ଚିହ୍ନବର୍ଣ୍ଣ ନଥିଲା, ଆଜି ସେହି ଦେଶ କେବଳ ଏସିୟାର ନୁହେଁ ବରଂ ଦୁନିଆର ସବୁଠାରୁ ବିଶେଷ ଦେଶ ଭାବରେ ଜଣାଯାଉଛି। ଆଜି ସେହି ଦେଶକୁ ପୂରା ବିଶ୍ୱ ଇସ୍ରାଏଲ ନାମରେ ଜାଣିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ…