ଇସ୍ରାଏଲ ମିଲିଟାରୀ ବେସ ଉପରେ ହିଜବୁଲ୍ଲାର ଡ୍ରୋନ ଆକ୍ରମଣ,୪ ଇସ୍ରାଏଲ ସୈନ୍ୟ ମୃତ, ୫୮ ଆହତ
ଇସ୍ରାଏଲ ମିଲିଟାରୀ ବେସ ଉପରେ ହିଜବୁଲ୍ଲାର ଡ୍ରୋନ ଆକ୍ରମଣ । ୪ ଇସ୍ରାଏଲ ସୈନ୍ୟ ମୃତ, ୫୮ ଆହତ । ପରିସ୍ଥିତିକୁ ଦେଖି ଲେବାନନରୁ ୟୁଏନ ଶାନ୍ତି ସେନା ପ୍ରତ୍ୟାହାର ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଦାବି କରିଛନ୍ତି ।
ଜାତିସଂଘ ଶାନ୍ତି ସେନା ଉପରେ ଇସ୍ରାଏଲ…