Browsing Tag

israelis

ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଉଡ଼ାଉଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ

ଯୁଦ୍ଧରେ ହମାସ ଘାଇଲା। ଗାଜା ସିଟିକୁ ଚାରିପଟୁ ଘେରାବନ୍ଦୀ କରି ଜୋରଦାର ଗ୍ରାଉଣ୍ଡଅପରେସନ୍ କରୁଛି ଇସ୍ରାଏଲ୍ ସେନା । ଏୟାରଷ୍ଟ୍ରାଇକ୍ ବି ଘନଘନ ହେଉଛି । ଏସ୍ରାଏଲ୍ ଗତ ୧୦ ଘଣ୍ଟାର ଲଢ଼େଇରେ ବହୁ ଆତଙ୍କବାଦୀଙ୍କୁ ନିପାତ କରିଛି । ଜବତ କରିଛି ଅନେକ ଅସ୍ତ୍ରଶସ୍ତ୍ର । ଆତଙ୍କବାଦୀ ଟନେଲକୁ…

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ: ୨୪ ମୃତ, ୨୦୩ ଆହତ

ଗାଜା ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ। ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି। ଏହାଛଡା ୨୦୩ ଲୋକ ଆହତ ହୋଇଛନ୍ତି ବୋଲି ସୂଚନା ଦେଇଛି ଫିଲିସ୍ଥାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏଥିରେ ୬ ପିଲା ଏବଂ ମହିଳା ସାମିଲ ରହିଛନ୍ତି। ଜବାବରେ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ।…

ଇସ୍ରାଇଲର ଜାତୀୟ ସଙ୍ଗୀତର ଧୁନ୍‌ ଚୋରାଇଛନ୍ତି ଅନୁ ମଲ୍ଲିକ, ଦୀର୍ଘ ବର୍ଷ ପରେ ହେଲା ଖୁଲାସା

ଏବେ ଟ୍ଵିଟରରେ ଟ୍ରେଣ୍ଡିଂରେ ଅଛନ୍ତି ଗୀତିକାର ତଥା ଇଣ୍ଡିଆନ୍‌ ଆଇଡଲର ଜଜ୍‌ ଅନୁ ମଲ୍ଲିକ। କୌଣସି ଭଲ କାମକୁ ନେଇ ନୁହେଁ ବରଂ ଗୀତ ଚୋରି କରିଥିବା ନେଇ ୟୁଜର୍ସ ତାଙ୍କୁ ପ୍ରବଳ ଟ୍ରୋଲ କରିବାରେ ଲାଗିଛନ୍ତି। ଅନୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ଇସ୍ରାଇଲର ଜାତୀୟ ସଙ୍ଗୀତର ଟ୍ୟୁନ୍‌କୁ…

ଖାଇବା ବେଳେ ଆଉ ବାରମ୍ବାର ଖୋଲିବାକୁ ପଡ଼ିବନି, ଇସ୍ରାଏଲ ତିଆରି କଲା ନୂଆ ଡିଜାଇନ୍‌ ମାସ୍କ

କରୋନା ଭାଇରସ୍‌ ଯୋଗୁ ଏବେ ସବୁ ଦେଶ ଚିନ୍ତିତ ଅଛନ୍ତି। ଏହି ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଜୀବନ ହରାଇ ସାରିଲେଣି। ସେହିପରି ୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍‌ କେବେ ସାରା ବିଶ୍ୱରୁ ସମାପ୍ତ ହେବ ତାହା କେହି କହିପାରୁନାହାନ୍ତି।…

ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର ରଚୁଛି ଅଲକାଏଦା ଏବଂ ଆଇଏସ୍‌

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଏବଂ ଇସଲାମିକ୍‌ ଷ୍ଟେଟ୍‌ ଭାରତରେ ରହି ଇହୁଦୀ ଏବଂ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପାଇଁ ଚକ୍ରାନ୍ତ ଚଳାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଗତ ଗୁରୁବାର ଦିନ ଏହି ଘଟଣା ସମ୍ପର୍କରେ ଅଲର୍ଟ ଜାରି କରାଯାଇଛି। ଏହି ଆକ୍ରମଣ ସେପ୍ଟମ୍ବର ଏବଂ ଆସନ୍ତା…