ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଇଥିବା 3 ଆତଙ୍କବାଦୀଙ୍କ ମଧ୍ୟରେ ହମାସ୍ ମୁଖ୍ୟ ୟାହିୟା ସିନୱାର ଥାଇପାରେ : (…
ଇସ୍ରାଏଲ ପ୍ରତିରକ୍ଷା ବାହିନୀ ( ଆଇ ଡି ଏଫ୍ ) ଆଜି ଗାଜାରେ ଚାଲିଥିବା ଅପରେସନ ସମୟରେ ତିନି ଜଣ ଆତଙ୍କବାଦୀ ହଟାଇ ଦେଇଛି । ସେମାନଙ୍କ ମଧ୍ୟରୁ ଜଣେ ହମାସ ର ମୁଖ୍ୟ ବୋଲି ଜଣା ପଡ଼ିଛି। ଏବଂ ଗତ ବର୍ଷ ଭୟଙ୍କର ଆକ୍ରମଣ ଅକ୍ଟୋବର ୭ରେ ଘଟିଥିବା ଘଟଣା ପଛର ମାଷ୍ଟର ମାଇଣ୍ଡ ହୋଇପାରେ । ଆଇ ଡି…