Browsing Tag

isro

ସୂର୍ଯ୍ୟରୁ ଆସୁଛି ବଡ଼ ବିପଦ, ଭୟଙ୍କର ସୌର ଝଡ଼ ପାର୍ଇ ସତର୍କ କରାଇଲା ଇସ୍ରୋ

ସୂର୍ଯ୍ୟରୁ ଆସୁଛି ବଡ଼ ବିପଦ। ଭୟଙ୍କର ସୌର ଝଡ଼ ପାର୍ଇ ସତର୍କ କରାଇଲା ଇସ୍ରୋ । ବର୍ତ୍ତମାନ ସୂର୍ଯ୍ୟ ନିଜର ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛି । ସୂର୍ଯ୍ୟପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ‘ସୌର ଜ୍ବାଳା’ ବା ସୋଲାର ଫ୍ଲେୟାରସ୍ ସୃଷ୍ଟି ହେଉଛି । ଯାହା ପୃଥିବୀ ପାଇଁ ବିପଦ ସଙ୍କେତ…

ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା, ଡାଟା ବିଶ୍ଲେଷଣ କରୁଛି ଇସ୍ରୋ

ଆନ୍ଧ୍ରପ୍ରଦେଶ : ଇସ୍ରୋର PSLV-C62 ମିଶନ୍ ଫେଲ୍ । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏ ନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା ଉତ୍ କ୍ଷେପଣ । ଶେଷ ପର୍ଯ୍ଯାୟରେ ଅନ୍ବେଷାରେ…

ଇସ୍ରୋର ଉତକ୍ଷେପଣ, ଶ୍ରୀହରିକୋଟାରୁ ମହାକାଶକୁ ଗଲା ଅନ୍ବେଷା

ନୂଆଦିଲ୍ଲୀ : ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଇତିହାସ ରଚିଛି । ୨୦୨୬ର ପ୍ରଥମ ଉତକ୍ଷେପଣ ସ୍ବରୂପ ଅନ୍ତରୀକ୍ଷକୁ ଅନ୍ବେଷା ଉପଗ୍ରହ ପଠାଯାଇଛି । ସକାଳ ୧୦.୧୭ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଛି । ଏହି ୬୪ତମ PSLV ଉଡ଼ାଣ PSLV-DL…

ଆଜି ଇସ୍ରୋର ବଡ଼ ମିଶନ, ମହାକାଶକୁ ଯିବ ୧୬ଟି ସାଟେଲାଇଟ୍

ନୂଆଦିଲ୍ଲୀ: ଆଜି ଇସ୍ରୋର ବଡ଼ ମିଶନ ।  ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ ।  ଉଡ଼ିବ PSLV-C62 ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି ।  ସକାଳ ୧୦ଟା ୧୭ ମିନିଟରେ ରହିଛି ମିଶନ । ଏହା…

ବ୍ଲୁ ବାର୍ଡ ଲଞ୍ଚ କଲା ଇସ୍ରୋ, ମହାକାଶରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା

ଏଣିକି ମହାକାଶରୁ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ମିଳିବ । ଇସ୍ରୋ ଆଜି ଲଞ୍ଚ କଲା ବ୍ଲୁ ବାର୍ଡ । ଇସ୍ରୋର ଏହି ବାଣିଜ୍ୟିକ ମିଶନ ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଉତକ୍ଷେପଣ କରାଯାଇଥିଲା । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା…

ଗଗନାୟନ ମିଶନ ପାଇଁ ଇସ୍ରୋର ଡ୍ରୋଗ ପାରାସୁଟ୍ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ ।  ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ ।  ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା ।  ସଫଳତାର ସହ ଚଣ୍ଡିଗଡ଼ RTRS କେନ୍ଦ୍ରରେ ପରୀକ୍ଷା କରିଛି ଇସ୍ରୋ । ଏ ନେଇ ସୂଚନା ଦେଇଛନ୍ତି…

୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ, ଜଟିଳ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍ରୋ

ନୂଆଦିଲ୍ଲୀ : ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ…

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’ ରକେଟ୍

ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଯାହା ୪ ହଜାର…

ଆସନ୍ତାକାଲି ଇସ୍ରୋର ବଡ଼ ଧମାକା, କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ଇସ୍ରୋର ବଡ଼ ଧମାକା ।  କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଦେଶର  ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5…

ISROରେ ଚାକିରି, ଦଶମ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ କରିପାରିବେ ଆବେଦନ

ISROରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ସତୀଶ ଓାୱନ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ, ବୈଷୟିକ ଏବଂ ସହାୟକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟକୁ…

ଏମିତି ହେବ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ, ଆସିଲା ଭାରତୀୟ ସ୍ପେସ ଷ୍ଟେସନ ମଡ୍ୟୁଲର ପ୍ରଥମ ଫଟୋ

ଯେତେବେଳେ ଭାରତୀୟ ପତାକା ଉଡ଼େ, ଆମର ଛାତି ଗର୍ବରେ ଫୁଲିଯାଏ । କିନ୍ତୁ ଏବେ ସମୟ ଆସିଛି ମହାକାଶରେ ମଧ୍ୟ ଗର୍ବର ସହିତ ତ୍ରିରଙ୍ଗା ଉତୋଳନ କରିବାର । ଭାରତ ଏପରି ସ୍ୱପ୍ନ ଦେଖିଛି ଯାହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ୍ ଭଳି ଦେଶମାନଙ୍କର ଖେଳ ବୋଲି ବିବେଚନା କରାଯାଉଥିଲା । ଏହି ସ୍ୱପ୍ନର…

ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR, ଏବେ ଭୂକମ୍ପ ଏବଂ ସୁନାମୀ ହେବା ପୂର୍ବରୁ ମିଳିବ ସୂଚନା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR । ଅପରାହ୍ନ ୫.୪୦ରେ ସଫଳତାପୂବକ ଉତକ୍ଷେପଣ ହୋଇଛି । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯାଇଛି । ଜିଏସଏଲଭି-ଏଫ୧୬ ରକେଟ୍ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତକ୍ଷେପଣ କରାଯାଇଛି। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ…