ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କୃଷ୍ଣସ୍ବାମୀ କସ୍ତୁରୀରଙ୍ଗନଙ୍କ ପରଲୋକ, ରବିବାର ହେବ ଅନ୍ତିମ ସଂସ୍କାର
ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କୃଷ୍ଣସ୍ବାମୀ କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘରେ ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳେ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ…