ISRO ରେ ଖାଲିପଡିଛି ଟେକ୍ନିସିଆନ ପଦବୀ, ଆଇଟିଆଇ ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ଇସ୍ରୋରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲିପଡିଛି ଟେକ୍ନିସିଆନ-ବି ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅନଲାଇନ ଆବେଦନ କରିପାରିବ । ଆବେଦନ କରିବା…