ଭାରତରେ ଏକବିଂଶ ଶତାବ୍ଦୀର ପୁଷ୍ପକ ବିମାନ, ସଫଳତାର ସହ ପରୀକ୍ଷା କଲା ଇସ୍ରୋ
ନୂଆଦିଲ୍ଲୀ : ଭାରତର ଏକବିଂଶ ଶତାବ୍ଦୀର ପୁଷ୍ପକ ବିମାନ। ସଫଳତାର ସହ ପରୀକ୍ଷା କଲା ଇସ୍ରୋ। ଏହି ସଫଳତା ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ କ୍ଷେତ୍ରରେ ଭାରତର ପ୍ରବେଶ ଉଦ୍ୟମର ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପରୀକ୍ଷାର ଫଳାଫଳକୁ ବେଶ ଚମତ୍କାର ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ପୁଷ୍ପକ ବିମାନ…