Browsing Tag

isro

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ । ମଙ୍ଗଳ କକ୍ଷରେ ପ୍ରବେଶ କରିବା ଥିଲା…

ଶୁକ୍ର ମିଶନ: ଚନ୍ଦ୍ର-ସୂର୍ଯ୍ୟ ପରେ ଏବେ ‘ଶୁକ୍ର’ର ପାଳି, ISRO ମୁଖ୍ୟ ଦେଲେ ବଡ଼ ସୂଚନା

ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ଐତିହାସିକ ସଫଳତା ପରେ ଏବେ 'ଶୁକ୍ର ମିଶନ୍' ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌ ସୋମନାଥ କହିଛନ୍ତି ଯେ ସୌର ମଣ୍ଡଳର ସବୁଠାରୁ ଉଜ୍ଜ୍ୱଳତମ ଗ୍ରହ 'ଶୁକ୍ର' ପାଇଁ ଏହି ମିଶନ ପୂର୍ବରୁ ହିଁ ପ୍ରସ୍ତୁତ…

ଆଜି ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ କରିବ ISRO ! ପୁଣି କାମ କରିବେ ଉପକରଣ

ISRO ଆଜି ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡ କରିଥିବା ଭାରତର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବ । ସ୍ଲିପିଂ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆଜି ପୁଣି ଚେଇଁ ଉଠିବେ ବୋଲି ଆଶା କରାଯାଉଛି । ISROର ଅହମ୍ମଦାବାଦ ସ୍ଥିତ…

ପୃଥିବୀ ଏବଂ ଚନ୍ଦ୍ର ସହ ସେଲଫି ନେଲା ଆଦିତ୍ୟ L1, ଇସ୍ରୋ ସେୟାର କଲା ଫଟୋ

ଇସ୍ରୋର ପ୍ରଥମ ସୌର ମିଶନ ଆଦିତ୍ୟ L1 ପୃଥିବୀ କକ୍ଷପଥରୁ ପୃଥିବୀ ଏବଂ ଚନ୍ଦ୍ରର ଫଟୋ ଉଠାଇଛି । ଏହାକୁ ସେୟାର କରିଛି ଇସ୍ରୋ । ପୃଥିବୀର ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଥିଲା ଆଦିତ୍ୟ L1 । ଇସ୍ରୋ ଭିଡିଓ ସେୟାର କରି ଲେଖିଛି, ଆଦିତ୍ୟ L1 ସୂର୍ଯ୍ୟ L1…

ଇସ୍ରୋରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଦରମା ଜାଣିଲେ ଆପଣଙ୍କର ହୋସ ଉଡିଯିବ, ସରକାର ଏମାନଙ୍କୁ ଦିଅନ୍ତି…

ଇସ୍ରୋର ବୈଜ୍ଞାନିକଙ୍କୁ ନେଇ ଚାଲିଛି ଏବେ ବହୁତ ଚର୍ଚ୍ଚା । ଚନ୍ଦ୍ରଯାନ-3 ଓ ଆଦିତ୍ୟ L1 ର ସଫଳତା ପରେ ଏବେ ସମସ୍ତଙ୍କ ନଜର , ମହାକାଶ ରୁ ଆଉ କିଛି ନୂଆ ଖବର ଆସିବ କି? ଚନ୍ଦ୍ର ସହ ଏବେ ସୂର୍ଯ୍ୟ ଗ୍ରହର ବି କିଛି ଖବର ମିଳିବ କି ? ଯାହାକୁ ଆଜି ଯାଏ କେହି ଜାଣିନଥିବେ। ଏଥପାଇଁ ସାରା ବିଶ୍ୱ…

ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ, ଇସ୍ରୋ ଦେଲା ସୂଚନା

ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ କରିଛି। କମାଣ୍ଡ ମିଳିବା ପରେ ବିକ୍ରମ ଇଞ୍ଜିନ ଷ୍ଟାର୍ଟ କରି ଆଶାନୁରୂପ ଭାବେ ୪୦…

ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ସମୟରେ କାଉଣ୍ଟଡାଉନ୍ ଘୋଷଣା କରିଥିବା ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ପରଲୋକ,…

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚନ୍ଦ୍ରଯାନ-୩ ଲଞ୍ଚ ସମୟର କାଉଣ୍ଟଡାଉନ ଘୋଷଣା ତାଙ୍କର ଶେଷ ଘୋଷଣା ଥିଲା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି । ଇସ୍ରୋର ଯେତେ ବି ଲଞ୍ଚ ହୁଏ, ତହାର…

ଆସନ୍ତା କାଲି ରବିବାର ନଷ୍ଟ ହୋଇଯିବେ ପ୍ରଜ୍ଞାନ ଓ ବିକ୍ରମ, ଆଉ ମିଳିବନି ଚନ୍ଦ୍ରପୃଷ୍ଠର କୌଣସି ତଥ୍ୟ

ଆଉ ମିଳିବନି ଚନ୍ଦ୍ରରୁ କୌଣସି ତଥ୍ୟ। ଇସ୍ରୋ ଦ୍ୱାରା ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଆସନ୍ତା କାଲି ନଷ୍ଟ ହୋଇଯିବେ। ଅବଧି କାଳ ଶେଷ ପରେ ମରିଯିବ ରୋଭର, ଆଉ ବଞ୍ଚିବା ପାଇଁ ଶକ୍ତି ପାଇବନି ଲ୍ୟାଣ୍ଡର ପ୍ରଜ୍ଞାନ। ଚନ୍ଦ୍ରରେ କଣ ସବୁ ଅଛି , ତାହାକୁ ଜାଣିବା ପାଇଁ…

ଭାରତର ସୂର୍ଯ୍ୟ ମିଶନ: ସଫଳତା ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା କଲେ ସାଧୁସନ୍ଥ

ଗୋପ (କେନ୍ୟୁଜ): ଭାରତର ସୂର୍ଯ୍ୟ ମିଶନ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ପୂଜାର୍ଚ୍ଚନା । କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୋଲାର୍ ମିଶନର ସଫଳତା ପାଇଁ ସାଧୁସନ୍ଥମାନେ ସୂର୍ଯ୍ୟ ପୂଜା କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଗାୟତ୍ରୀ ପରିବାର ଓ ସାଧୁସନ୍ଥ ଗାୟତ୍ରୀ ମନ୍ତ୍ରରେ…

ରୋଭର ପ୍ରଜ୍ଞାନ ପଠାଇଲା ଲ୍ୟାଣ୍ଡର ବିକ୍ରମର ଫଟୋ, ଫଟୋ ଉଠାଇବା ବେଳେ କହିଲା…ସ୍ମାଇଲ ପ୍ଲିଜ୍‌…

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ପଠାଇଲା ଲ୍ୟାଣ୍ଡରର ବିକ୍ରମର ଫଟୋ । ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କରିଛି। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି ପ୍ରଜ୍ଞାନ । ଯାହାର ଫଟୋ ସେୟାର କରିଛି ଇସ୍ରୋ । ଚନ୍ଦ୍ରଯାନ- ୩ ଅବତରଣ କରିବା ପରେ ପ୍ରଥମ…

ସୂର୍ଯ୍ୟ ମିଶନର ସମୟ ଘୋଷିତ, ‘ଆଦିତ୍ୟ-ଏଲ୍‌୧’ ସେପ୍ଟେମ୍ବର ୨ରେ ହେବ ଲଞ୍ଚ୍‌

ଚନ୍ଦ୍ର ପରେ ଏବେ ମିଶନ ଆଦିତ୍ୟ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଲଞ୍ଚ୍‌ କରିବାକୁ ଯାଉଛି ନିଜର ପ୍ରଥମ ମହାକାଶ ଆଧାରିତ ସୌର ପର୍ଯ୍ୟବେକ୍ଷଣ ଯନ୍ତ୍ର ‘ଆଦିତ୍ୟ-ଏଲ୍‌୧’। ମହାକାଶ ଯାନ ଶ୍ରୀହରିକୋଟାର ସତୀଶ୍‌ ଧଓ୍ଵନ ମହାକାଶ କେନ୍ଦ୍ରରୁ ଦିନ ୧୧ଟା ୫୦ରେ ଉଡ଼ାଣ…

ଚନ୍ଦ୍ରପୃଷ୍ଠରେ ପ୍ରଥମ ବାଧକ ଥିବା ଏକ କ୍ରେଟରକୁ ଅତିକ୍ରମ କରିଛି ଚନ୍ଦ୍ରଯାନ-୩, ଇସ୍ରୋ ନିୟନ୍ତ୍ରଣ କକ୍ଷର…

କେନ୍ୟୁଜ୍(ବ୍ୟୁରୋ):  ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏକ ଶହ ମିଲିମିଟରର ଏକ କ୍ରେଟର ଅତିକ୍ରମ କରିଛି। ଚନ୍ଦ୍ରପୃଷ୍ଠରେ ଏହା ପ୍ରଜ୍ଞାନ ପାଇଁ ପ୍ରଥମ ବାଧକ ଥିଲା । ପ୍ରଜ୍ଞାନର ଏହି ସଫଳତା ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ କରିଛି। ବୈଜ୍ଞାନିକମାନେ…