Browsing Tag

it sector

୧,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ କାଢ଼ିଲା Microsoft, ୨୦୨୨ ଜୁଲାଇ ଠାରୁ ୧ ପ୍ରତିଶତ କର୍ମଚାରୀଙ୍କୁ…

ମାଇକ୍ରୋସଫ୍ଟର ପ୍ରାୟ ୧ ଲକ୍ଷ ୮୦ ହଜାର କର୍ମଚାରୀ ଅଛନ୍ତି। ୨୦୨୨ ଜୁଲାଇ ଠାରୁ କମ୍ପାନୀ ପ୍ରାୟ ୧ ପ୍ରତିଶତ ଲୋକଙ୍କୁ ବରଖାସ୍ତ କରିଛି। କହିବାକୁ ଗଲେ ଏହି ବଡ଼ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ପ୍ରାୟ ୧ ହଜାର ଲୋକଙ୍କୁ ବରଖାସ୍ତ କରିଛି। ଜୁଲାଇ ପରଠାରୁ ଏହା ହେଉଛି ତୃତୀୟ ଥର ପାଇଁ କମ୍ପାନୀ…

ବମ୍ପର ଚାକିରି ଘୋଷଣା! TCS, Infosys, Wipro ଓ HCL Tech ଚଳିତ ବର୍ଷ ୧ ଲକ୍ଷ ଫ୍ରେସରଙ୍କୁ ଦେବେ ଚାକିରି

ଭାରତର ଯୁବ ପ୍ରଫେଶନଲ୍ସଙ୍କ ପାଇଁ ଖୁସି ଖବର। ଦେଶର ୪ ବଡ଼ ଆଇଟି କମ୍ପାନୀ ବିତ୍ତବର୍ଷ ୨୦୨୨ରେ ୧ ଲକ୍ଷରୁ ଅଧିକ ଫ୍ରେସର୍ସଙ୍କୁ ଚାକିରି ଦେବେ। ଏହି କମ୍ପାନୀଗୁଡ଼ିକ ହେଉଛି TCS, Infosys, Wipro ଏବଂ HCL Tech। ଟପ୍‌ ଆଇଟି କମ୍ପାନୀ TCS, Infosys ଏବଂ Wipro ଗତବର୍ଷ ତୁଳନାରେ…

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆଇଟି କର୍ମଚାରୀଙ୍କ “Work from home” ଅବଧି ବଢ଼ାଇଲେ ସରକାର

ଆଇଟି କର୍ମଚାରୀଙ୍କ "ଘରୁ କାମ କରିବା" ପଦ୍ଧତିକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । ଆଇଟି ଓ ବିପିଓ କମ୍ପାନୀ କର୍ମଚାରୀଙ୍କ "work from home" ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯେବେକି ପୂର୍ବରୁ ଏହି ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ହିଁ…

ଆଇଟି ସେକ୍ଟର ଉପରେ କରୋନା ମାଡ଼ : ସଙ୍କଟରେ ୧.୫ ଲକ୍ଷ ଚାକିରି

କରୋନା ଭୂତାଣୁ ଦେଶ ମଧ୍ୟରେ ଏବେ ବ୍ୟାପିଚାଲିଥିବା ବେଳେ ଦେଶର ବିମାନଚଳାଚଳ, ହୋଟେଲ ଏବଂ ମିଡିଆ କମ୍ପାନୀଗୁଡିକ ଏବେ ପରିଚାଳନା ନେଇ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏହି ଶିଳ୍ପଗୁଡିକର ପରିଚାଳନା ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଚାଲିଯାଉଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।…

ଆଇଟି ସେକ୍ଟରେ ଘନଉଛି ସଙ୍କଟ, ଚାକିରି ହରାଇବେ ୩୦ରୁ ୪୦ ହଜାର ମିଡ ଲେଭଲ କର୍ମଚାରୀ

କେନ୍ୟୁଜ୍(ବ୍ୟୁରୋ): ଆଇଟି ସେକ୍ଟରେ ଘନଉଛି ସଙ୍କଟ। ଚାକିରି ହରାଇବେ ୩୦ ହଜାରରୁ ୪୦ ହଜାର ମିଡ ଲେଭଲ କର୍ମଚାରୀ। କଂପାନୀର ଆର୍ଥିକ ସ୍ଥିତି ଯୋଗୁଁ ଏମାନେ ଛଟେଇ ହେବେ ବୋଲି ଆଇଟି ଇଣ୍ଡଷ୍ଟ୍ରି ଭେଟରାନ ଟି.ଭି ମୋହନଦାସ ପାଇ ସତର୍କବାଣୀ କରିଛନ୍ତି। ଚଳିତ ବର୍ଷ ଦେଶରେ ଆଇଟି ସେକ୍ଟରରେ…