Browsing Tag

italy

ଭୂତ ଖୋଜିବାକୁ ଶୂନଶାନ୍‌ ଚର୍ଚ୍ଚ ଯାଇଥିଲେ ଯୁବତୀ, TikTok ଚ୍ୟାଲେଞ୍ଜ ନେଇଗଲା ଜୀବନ ! ମୃତଦେହ ଦେଖି ଥରିଉଠିଲା…

ଟିକ୍‌ଟକ୍‌ର ନିଶା ଏତେ ଯେ ଆଜିକାଲି ଯୁବପିଢ଼ି ଏହା ମୋହରେ ପଡ଼ି କିଛି ବି କରିବାକୁ ପଛାଉ ନାହାନ୍ତି । ନିକଟରେ ଟିକ୍‌ଟକର ଏକ ଚ୍ୟାଲେଞ୍ଜ ପୂରଣ କରିବାକୁ ଚେଷ୍ଟା କରୁଥିବା ବେଳେ ୨୨ ବର୍ଷୀୟା ଯୁବତୀଙ୍କ ସହ ଏପରି କିଛି ଘଟିଥିଲା, ଯାହା ଜାଣିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା ।…

ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନ ବକ୍ସର, ଏବେ ଫେରାର

ଅର୍ଥ କାଙ୍ଗାଳ ପାକିସ୍ତାନ ସବୁବେଳେ ଅଜବ କାରନାମା ପାଇଁ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଏମିତି ଘଟଣା ପାଇଁ ପାକିସ୍ତାନ ଲଜ୍ଜିତ ହୋଇଛି । ପାକିସ୍ତାନୀ ବକ୍ସର ଜୋହେବ ରାଶିଦ ଜଣେ ମହିଳା ସାଥି ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରିଥିବା ଲଜ୍ୟାଜନକ ଘଟଣା ଘଟିଛି । ଅଲିମ୍ପିକ୍ସ ଯୋଗ୍ୟତା…

ମୋଦିଙ୍କ ସହିତ ସେଲଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି, ଇନଷ୍ଟାରେ ପୋଷ୍ଟରେ କରି କହିଲେ ‘COP28 ରେ ଭଲ ବନ୍ଧୁ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ସେଲଫି ସେୟାର କରିଛନ୍ତି । ମେଲୋନି ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ ସମୟରେ ଏହି ସେଲଫି ନେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “COP28 ରେ ଭଲ ବନ୍ଧୁ।” ପିଏମ ମେଲୋନି ସେୟାର କରିବା ମାତ୍ରେ…

ଜାଣନ୍ତୁ ସୁପର ଆଗ୍ନେୟଗିରି କ’ଣ ! କାହିଁକି ଆଗ୍ନେୟଗିରି ହୁଏ ବିସ୍ଫୋରଣ ?

ଇଣ୍ଟରନେଟ୍‌ ହେଉ କିମ୍ବା ସୋସିଆଲ ମିଡିଆ ଆଜିକାଲି ସବୁଆଡେ ସୁପର ଆଗ୍ନେୟଗିରିର ଚର୍ଚ୍ଚା ଚାଲିଛି । ତେବେ ପ୍ରତ୍ୟେକ ଲୋକ ଜାଣିବାକୁ ଚାହୁଁଛନ୍ତି, ଏହି ଆଗ୍ନେୟଗିରିରେ କ’ଣ ଏପରି ରହିଛି ଯାହାକୁ ପୂରା ବିଶ୍ୱ ଭୟ କରୁଛି । ବିଶେଷ ଭାବେ ଇଟାଲୀରେ ରହୁଥିବା ଲୋକମାନେ ଏହି ସୁପର ଆଗ୍ନେୟଗିରିକୁ…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ, ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା । ଏଥିସହ ଜ୍ବାଳାମୁଖରୁ ଲାଭା ବାହାରିଥିଲା । ଗତକାଲି…

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜ ପାର୍ଟନରଙ୍କଠାରୁ ଅଲଗା ହେଲେ; ଏହି କାରଣରୁ ଭାଙ୍ଗିଦେଲେ ୧୦ ବର୍ଷର…

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଛନ୍ତି। ମେଲୋନିଙ୍କ ପାର୍ଟନର ତାଙ୍କ ମହିଳା ସହକର୍ମୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି। ଇଟାଲି ପ୍ରଧାନମନ୍ତ୍ରୀଙ୍କ ପାର୍ଟନର…

ଅତ୍ୟଧିକ ମଦ୍ୟପାନ କରିଥିଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ, ନିଶାସକ୍ତଙ୍କୁ ଘରେ ମାଗଣାରେ ଛାଡ଼ିଦେବେ ସରକାର

ଦୁନିଆର ଅନେକ ଦେଶ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିଛି ଦେଶ କଠୋର କାର୍ଯ୍ୟାନୁଷ୍ଠାନର ନିୟମ କରିଛନ୍ତି ତ କିଛି ଦେଶ ଲୋକଙ୍କୁ ପ୍ରଲୋଭିତ କରି ଏବଂ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆପଣାଇ ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି।…

ପ୍ରେମିକା ପାଇଁ ୯୦୦ କୋଟି ଟଙ୍କାର ସଂପତ୍ତି ଛାଡି ଚାଲିଗଲେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନି ଗର୍ଲଫ୍ରେଣ୍ଡ ପାଇଁ ୯୦୦ କୋଟି ଟଙ୍କା ସମ୍ପତ୍ତି ଛାଡିଦେଇ ଯାଇଛନ୍ତି । ବର୍ଲୁସ୍କୋନି ତାଙ୍କ ଇଚ୍ଛାରେ ତାଙ୍କ ୩୩ ବର୍ଷୀୟ ପ୍ରେମିକା ମାର୍ଟା ଫାସିନାଙ୍କ ପାଇଁ ୧୦୦ ମିଲିୟନ୍ ୟୁରୋ କିମ୍ବା ପ୍ରାୟ ୯୦୦ କୋଟି ଟଙ୍କା ସମ୍ପତ୍ତି…

ଇଟାଲୀ: ରାତିରେ ଶୋଇଥିବା ବେଳେ ବୃଦ୍ଧାଶ୍ରମରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୬

ଇଟାଲୀରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ମିଲାନ ସହରରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୮୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏହି…

ଖୁବ ଶୀଘ୍ର ଫାଟିବ ଇଟାଲୀର ଭୟଙ୍କର ଜ୍ୱାଳାମୁଖି!

ଫାଟିଯିବ ଜ୍ୱାଳାମୁଖୀ। ହେବ ଭୟାନକ ବିସ୍ପୋରଣ। ଧ୍ୱଂସ ପାଇବ ଇଟାଲୀର ଏହି ପ୍ରମୁଖ ସ୍ଥାନ। ଇଟାଲୀରେ ଥିବା ସୁପରବାଲକୋନୋ କେମ୍ପୀ ଫ୍ଲେଗରେଇ ଜ୍ୱାଳାମୁଖୀ। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଏହା କେଉଁ ସମୟରେ ଫାଟିଯାଇପାରେ। ଯଦି ଏମିତି ହୁଏ ତେବେ ଆଖାପାଖରେ ରହୁଥିବା ପାଖାପାଖି ୧୫ ଲକ୍ଷ…

ଇଟାଲୀରେ ‘ଇଂରାଜୀ’ କହିବା ମନା, ଧରାପଡ଼ିଲେ ଗଣିବେ ୮୯ ଲକ୍ଷ ଜରିମାନା

ଇଟାଲୀ ସରକାର ବିଦେଶୀ ଭାଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ବ୍ୟବହାର କରିପାରିବେ ନାହିଁ। ଏପରି କଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା…

ଉଡାଣ ଭରିବା ପରେ ଖସିପଡିଲା ବିମାନର ଟାୟାର, ଏବେ ଅବତରଣକୁ ନେଇ ସମସ୍ତେ ଚିନ୍ତାରେ : ଭିଡିଓ ଭାଇରଲ

ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହେଲା ବିମାନ। ବିମାନଟି ଉଡାଣ ଭରିବା ପରେ ଧୂଆଁଉଠି ବିମାନର ଏକ ଚକ ଖସିପଡିଥିଲା। ଯାହା ଭିଡିଓ ଭାଇରଲ ହୋଇଥିଲା। ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିମାନ ଅବତରଣ କେମିତି କରିବେ ଏହାକୁ ନେଇ ବିମାନବନ୍ଦର କର୍ମଚାରୀ ଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ…