ଏହି କମ୍ପାନି ନିଜ କର୍ମଚାରୀଙ୍କୁ ଦେଉଛି ଆଖିବୁଜା ଦରମା, ୨୨୦ କର୍ମଚାରୀ ହୋଇଗଲେ କୋଟିପତି,ଜାଣନ୍ତୁ କ’ଣ ପ୍ୟାକେଜ
ନୂଆଦିଲ୍ଳୀ : ଆଇଟିସି (ITC GROUP) ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟିରୁ ଅଧିକ ଦରମାର ପାଉଥିବା କର୍ମଚାରୀଙ୍କ ସଂଖ୍ୟା ୪୪ ପ୍ରତିଶତ ବଢ଼ାଇ ଦେଇଛି । ଆଇଟିସିର ନୂତନ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଗତ ବର୍ଷ ବାଷିର୍କ କୋଟିଏ ଟଙ୍କା ପାଉଥିବା କର୍ମଚାରୀଙ୍କ ସଂଖ୍ୟା ୧୫୩ ଥିବା…