ପୁରୁଷଙ୍କ ପ୍ରାଇଭେଟ୍ ପାର୍ଟ କୁଣ୍ଡାଇ ହେବା ଜମା ସାଧାରଣ ନୁହେଁ, ହୋଇପାରେ ବଡ଼ ରୋଗ
ମହିଳା ହୁଅନ୍ତୁ କି ପୁରୁଷ ଖରାଦିନେ ପ୍ରାଇଭେଟ୍ ପାର୍ଟ କୁଣ୍ଡାଇ ହେବା, ପୋଡ଼ିବା ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳେ । ଏହି ସମସ୍ୟା ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳୁଥିଲେ ବି କିଛି ପୁରୁଷ ମଧ୍ୟ ଏହି କୁଣ୍ଡିଆର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଲାଜରେ ଏହି କଥା…