Browsing Tag

itchy feet

ଶୀତଦିନେ ପାଦ ତଳ କୁଣ୍ଡେଇ ହେଉଛି କି? ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

ତ୍ୱଚା କୁଣ୍ଡେଇ ହେଲେ, ଏହାକୁ ଡାକ୍ତରୀ ଭାଷାରେ ପ୍ରୁରିଟସ୍‌ ବୋଲି କୁହାଯାଏ। ତ୍ୱଚା ଯେତେବେଳେ ସମ୍ବେଦନଶୀଳ ହୋଇଉଠେ, ସେତେବେଳେ କୁଣ୍ଡେଇ ହେବା ଆରମ୍ଭ ହୁଏ। ତେବେ ଶରୀରର ଅନ୍ୟ ଅଙ୍ଗ ତୁଳନାରେ ପାଦ ଅଧିକ ମାତ୍ରାରେ କୁଣ୍ଡେଇ ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ…