ଅକ୍ଷୟ ବେହେରାଙ୍କ କବିତା ସଂକଳନ ଏ କୂଳ ସେକୂଳ ଉନ୍ମୋଚିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡ. ଇତିରାଣୀ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): ପକ୍ଷୀଘର ପ୍ରକାଶନୀ ପକ୍ଷରୁ କବି ଅକ୍ଷୟ ବେହେରାଙ୍କ କବିତା ସଂକଳନ ଏ କୂଳ ସେକୂଳ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଆଦିକନ୍ଦ ସାହୁ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମନୋଜ ମହାପାତ୍ର, ସୁପ୍ରିୟା ମଲ୍ଲିକ, ବିଶିଷ୍ଟ କବି ଡ.…