Browsing Tag

jab koi baat bigad jaye song

ସ୍କୁଲ ଫିସ୍ ଦେବା ପାଇଁ ପାଖରେ ନଥିଲା ପଇସା, ରାସ୍ତାରେ ଗୀତ ଗାଇଲେ ବ୍ଯକ୍ତି : ହ୍ରିତିକ ରୋଶନ ମଧ୍ୟ ହେଲେ ଫ୍ଯାନ୍

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରଲ ଫଟୋ ଏବଂ ଭିଡିଓ ଦେଖିଥିବେ ନିଶ୍ଚିତ। ଆଉ ଏମିତି ସବୁ ଭାଇରଲ ଭିଡିଓ ପାଇଁ କେତେ ବ୍ଯକ୍ତିଙ୍କର ଜୀବନ ମଧ୍ୟ ବଦଳିଯାଉଛି। ରାନୁ ମଣ୍ଡଳ ଠାରୁ ଆରମ୍ଭ କରି ଅନେକ ଲୋକଙ୍କ ଜୀବନ ବଦଳିଯିବା ସହିତ କାହାକୁ ସାହଯ୍ଯ ମଧ୍ୟ ମିଳିଯାଉଛି। ଠିକ୍ ଏବେ ଏମିତି…