ରକ୍ତସର୍କରାକୁ ନିୟନ୍ତ୍ରଣରେ ରଖିଥାଏ ପଣସ ମଞ୍ଜି, ଦୃଷ୍ଟିଶକ୍ତି ମଧ୍ୟ ବଢାଏ
ପଣସ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ବୋଲି ଆପଣ ନିଶ୍ଚିତ ଜାଣିଥିବେ। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ପଣସ ମଞ୍ଜି ଖାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ। ପଣସ ମଞ୍ଜିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କ ସ୍କିନ,…