ଏକଦମ୍ ମଟନ୍ କସା ପରି ସ୍ୱାଦ, ଆଜି ହିଁ ଘରେ ବନାନ୍ତୁ ପଣସ ତରକାରୀ
ଆବଶ୍ୟକୀୟ ସମାଗ୍ରୀ
ପଣସ ୨୦୦ ଗ୍ରାମ
ଆଳୁ ୨ ଟି
ଅଦା ରସୁଣ ପେଷ୍ଟ ୨ ଚାମଚ
ଟମାଟୋ ୧ ଟି
ପିଆଜ ୧ ଟି
ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ
ଜୀରା ଗୁଣ୍ଡ
ଧନିଆ ଗୁଣ୍ଡ
ଗୋଲମରିଚ ଗୁଣ୍ଡ
ହଳଦୀଗୁଣ୍ଡ
ଲଙ୍କାଗୁଣ୍ଡ
ଗରମ୍ ମସଲା
ମିଟ୍…