ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ହାଇକୋର୍ଟଙ୍କ ରାୟକୁ କଲେ ଚ୍ୟାଲେଞ୍ଜ
ଦିଲ୍ଲୀ : ବଲିଉଡ଼ର ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀ ହେଉଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିନେତ୍ରୀ ତାଙ୍କ ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ…