ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ରେ ପ୍ରଥମ ଘଟଣା: ମହିଳା ହେବେ ଥାର୍ଡ ଅମ୍ପାୟର
ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ରେ ଜଣେ ମହିଳା ଥାର୍ଡ ଅମ୍ପାୟର୍ର ଦାୟିତ୍ୱ ନେବେ। ଏମିତି ଘଟଣା ପ୍ରଥମ ଥର ହେବାକୁ ଯାଉଛି। େଓ୍ଵଷ୍ଟଇଣ୍ଡିଜ୍ର ଜ୍ୟାକ୍ଲିନ ଓ୍ଵିଲିୟମ୍ସ ଆୟାରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଥାର୍ଡ ଅମ୍ପାୟର୍ର ଭୂମିକା ତୁଲାଇବେ।…