ଆଫଗାନିସ୍ତାନକୁ ମାତ୍ ଦେବା ପାଇଁ ସୁପରମ୍ୟାନ ସାଜିଲେ ଜାଡେଜା, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ଟି୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ବିଜୟ ହାସଲ କରିଛି । ବୁଧବାର ଆବୁଧାବିରେ ଖେଳାଯାଇଥିବା ମୁକାବିଲାରେ ବିରାଟ ବାହିନୀ ଆଫଗାନିସ୍ତାନକୁ ୬୬ ରନରେ ମାତ୍ ଦେଇଛି । ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତୀୟ ଟିମ୍ ଏହି ମ୍ୟାଚ ଜିତିପାରିଛି। କେବଳ…