Browsing Tag

jaeshvai jordar

ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାରଙ୍କର ସୁପର ମୁଭି , ଜବରଦସ୍ତ ମନୋରଂଜନ ପାଇଁ ହୋଇଯାଆନ୍ତୁ ରେଡି

ଫିଲ୍ମ ଦେଖିବା ପାଇଁ କାହାକୁ ବା ପସନ୍ଦ ନୁହେଁ । ବଲିଉଡ ଫିଲ୍ମ ଠାରୁ ଆରମ୍ଭ କରି ହଲିଉଡ ଫିଲ୍ମ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ସବୁବେଳେ ଏକ୍ସସାଇଟେଡ ଥାଆନ୍ତି ଦର୍ଶକମାନେ । ପୁଣି ବର୍ତ୍ତମାନ ଏତେ ଦିନ ବ୍ୟବଧାନ ପରେ ଯେତେବେଳେ ହଲ ରେ ଫିଲ୍ମ ରିଲିଜ ହେଉଛି ଫିଲ୍ମ ଦେଖିବା ପାଇଁ ହଲ ରେ ମଧ୍ୟ…