Browsing Tag

jaga balia

ବହୁଚର୍ଚ୍ଚିତ କନ୍ଧମାଳ ମିଲୁପଡା ଗାଁର ଯୋଡା ଶିଶୁ ଜଗା ମୁଣ୍ଡରେ ଲାଗିବ ଖପୁରି

କନ୍ଧମାଳ(କେନ୍ୟୁଜ୍): ଜଗା ମୁଣ୍ଡରେ ଲାଗିବ ଖପୁରି। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମିଲୁପଡା ଗାଁର ଯୋଡା ଶିଶୁ ଜଗାର ଖପୁରି ପ୍ରତିରୋପଣ କରାଯିବ । ଏନେଇ ଜଗାର MRI, ସିଟିସ୍କାନ, ଆଖି ପରୀକ୍ଷା ଆଦି କରାଯାଇଛି । ପରୀକ୍ଷା ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା…

ସୁସ୍ଥ ହେବାପରେ ମେଡିକାଲ୍ ପରିସରରେ ଚଲାବୁଲା କରୁଛି ଜଗା, ଫୁଲବାଣୀରେ ଏକ ସ୍ୱତନ୍ତ୍ର କୋଠରୀରେ ରହିଛି ଚିକିତ୍ସାଧୀନ

କନ୍ଧମାଳ(କେନ୍ଯୁଜ୍): ସୁସ୍ଥ ହେବା ପରେ ଏବେ ଧୀରେ ଧୀରେ ବାହାରକୁ ଆସୁଛି ଜଗା । ପାର୍କ ଓ ବଜାରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏକ କୋଟି ଅର୍ଥଦାନ, ରାଜ୍ୟବାସୀଙ୍କ କାମନା ଓ ଡାକ୍ତରଙ୍କ ଅପ୍ରାଣ ପ୍ରଚେଷ୍ଟା ଯୋଗୁଁ ଯୋଡା ମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର…

ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି: ମା’ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା

 ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଜଗା ଘରକୁ ଆସିଛି ନୂଆ ଅତିଥି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜଗାର ମା’ । ବଳିଆର ମୃତ୍ୟୁ ପରେ ଏକା ଏକା ହୋଇଯାଇଥିଲା ଜଗା । ଭାଇକୁ ନଦେଖି ନିରାଶ ରହୁଥିଲା । କିନ୍ତୁ ଏବେ ଜଗା ପାଖକୁ…

କଟକ ଏସ୍‌ସିବିରୁ ଡିସଚାର୍ଜ ହେବ ଜଗା, ଭର୍ତ୍ତି କରାଯିବ ଫୁଲବାଣୀ ମେଡିକାଲରେ

କନ୍ଧମାଳ: କନ୍ଧମାଳ ଫେରିଯିବ ଜଗା। କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବ। ଦୀର୍ଘ ୨ ବର୍ଷ ହେବ ଏସ୍‌ସିବି ଡାକ୍ତରଙ୍କ ତତ୍ୱାବଧାନରେ ରହିଥିବା ଜଗା କନ୍ଧମାଳ ଫେରିଯିବ । SCBରୁ ଡିସଚାର୍ଜ କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯିବ। ଏଥିଲାଗି କନ୍ଧମାଳର ଏକ ଡାକ୍ତରୀ ଟିମ୍‌…

ଆଇସିୟୁରେ ରହୁଛନ୍ତି ଜଗା ବଳିଆ, ତାଙ୍କୁ ଭେଟିବାକୁ ଅନୁମତି ଦିଆଯିବା କଣ ଠିକ୍‌ ହେଉଛି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁରୁ ଅଲଗା ହୋଇଥିବା ଯାଆଁଳା ଭାଇ ଜଗା ବଳିଆ ଏବେ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀ ଏମ୍‌ସରେ ବିରଳ ଅପରେସନ୍‌ ପରେ ପ୍ରାୟ ଦୀର୍ଘ ଦୁଇ ବର୍ଷ ଧରି ଚିକିତ୍ସାଧୀନ ରହିବା ପରେ ସେମାନେ କଟକ ଫେରିଛନ୍ତି । ଡାକ୍ତରଙ୍କ…

ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର, SCB କର୍ତ୍ତୃପକ୍ଷ ସହ ଭିନ୍ନକ୍ଷମ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍):ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର । ଏ ସଂପର୍କରେ SCB କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇଛି । କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗା ପାଇଁ ସ୍ୱତନ୍ତ୍ର ହୋମ ଟ୍ଵିଟର ନିୟୋଜିତ କରାଯିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖର୍ଚ୍ଚ…

କଟକ ବଡ଼ ମେଡିକାଲରେ ଜଗାବଳିଆଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ କଲେ ଆଲୋଚନା

କଟକ ବଡ଼ ମେଡିକାଲରେ ଏବେ ଚିକିତ୍ସାଧୀନ ଅଛନ୍ତି ଜଗାବଳିଆ । ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ଭଲ ନାହିଁ । ତାକୁ ତରଳ ଖାଦ୍ୟ ଦିଆଯାଉଛି । ଏସସିସିବିରେ ଗତକାଲି ଜଗା-କାଳିଆଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ…

ଆଜି ପହଞ୍ଚିବେ ଜଗାବଳିଆ, ସେମାନଙ୍କ ସହ ଓଡ଼ିଶା ଆସୁଛନ୍ତି ୧୧ଜଣିଆ ଟିମ

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିବେ ଜଗାବଳିଆ । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ସେମାନେ ଆସୁଛନ୍ତି । ଜଗାବଳିଆଙ୍କ ସହ ୧୧ଜଣିଆ ଟିମ ମଧ୍ୟ ଓଡ଼ିଶା ଆସୁଛି। ସେଥିରେ ୬ଜଣ ଡାକ୍ତର ରହିଛନ୍ତି । ଜଗାବଳିଆଙ୍କ ଚିକିତ୍ସା ପାଇଁ ଏସସିବି ବଡ଼ ମେଡିକାଲର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର…

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍‌ସ ଗଲା ଏସସିବିର ଏକ ଟିମ

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । କଟକ ଏସସିବି ବଡ଼ ମେଡିକାଲରେ ସେମାନଙ୍କ ଚିକିତ୍ସା କରାଯିବ। ଏନେଇ ଏକ ଟିମ ଏସସିବିରୁ ଦିଲ୍ଲୀ ଏମ୍‌ସ ଯାଇଛନ୍ତି । ଏଥିରେ ଶିଶୁ ବିଭାଗର ୨ଜଣ ବିଶେଷଜ୍ଞ ଅଛନ୍ତି । ଏମ୍‌ସ ଡାକ୍ତରଙ୍କଠାରୁ ତଥ୍ୟ ନେବେ SCB ଟିମ୍‌ । ଜଗାବଳିଆଙ୍କ ସହ…

ବାହୁଡିବେ ଜଗା-ବଳିଆ, ୬ରେ ଦିଲ୍ଲୀରୁ ବାହାରି ୭ ତାରିଖରେ ପହଞ୍ଚିବେ ଓଡ଼ିଶା

ବାହୁଡିବେ ଜଗା-ବଳିଆ। ଆସନ୍ତା ୬ ତାରିଖରେ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହୋଇ ଓଡ଼ିଶା ଆସିବେ ଜଗା-ବଳିଆ। ୬ରେ ଦିଲ୍ଲୀରେ ରାଜଧାନୀ ଏକ୍ସପ୍ରେସରେ ଆସି ୭ ତାରିଖରେ କଟକ SCBରେ ପହଞ୍ଚିବେ। ତାଙ୍କ ସହ ଡାକ୍ତର କର୍ମଚାରୀ ଆସିବେ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଛନ୍ତି।…

ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶା ଫେରିବେ ଜଗା-ବଳିଆ, କଟକ ଏସସିବି ମେଡିକାଲରେ ହେବ ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ । କଟକ ଏସସିବି ମେଡିକାଲରେ ଦୁଇ ଭାଇଙ୍କ ଚିକିତ୍ସା କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ଦୁଇ ଭାଇଙ୍କୁ ଓଡ଼ିଶା ଅଣାଯିବା ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଦୁଇ ବର୍ଷ…

ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ

ଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । ଜୁଲାଇ ଦ୍ୱିତୀୟ ସପ୍ତାହରେ ଜଗା ବଳିଆ ଓଡ଼ିଶା ଫେରିପାରନ୍ତି । ଏନେଇ ଆଜି ଦିଲ୍ଲୀରେ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଯୁଗ୍ମ ସଚିବ ଓ ତିନି ଜଣିଆ ଡାକ୍ତରୀ…