Odisha News
.
Browsing Tag

jaga balia

ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର, SCB କର୍ତ୍ତୃପକ୍ଷ ସହ ଭିନ୍ନକ୍ଷମ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍):ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର । ଏ ସଂପର୍କରେ SCB କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇଛି । କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗା ପାଇଁ ସ୍ୱତନ୍ତ୍ର ହୋମ ଟ୍ଵିଟର ନିୟୋଜିତ କରାଯିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖର୍ଚ୍ଚ…

କଟକ ବଡ଼ ମେଡିକାଲରେ ଜଗାବଳିଆଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ କଲେ ଆଲୋଚନା

କଟକ ବଡ଼ ମେଡିକାଲରେ ଏବେ ଚିକିତ୍ସାଧୀନ ଅଛନ୍ତି ଜଗାବଳିଆ । ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟ ଭଲ ନାହିଁ । ତାକୁ ତରଳ ଖାଦ୍ୟ ଦିଆଯାଉଛି । ଏସସିସିବିରେ ଗତକାଲି ଜଗା-କାଳିଆଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ…

ଆଜି ପହଞ୍ଚିବେ ଜଗାବଳିଆ, ସେମାନଙ୍କ ସହ ଓଡ଼ିଶା ଆସୁଛନ୍ତି ୧୧ଜଣିଆ ଟିମ

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିବେ ଜଗାବଳିଆ । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ସେମାନେ ଆସୁଛନ୍ତି । ଜଗାବଳିଆଙ୍କ ସହ ୧୧ଜଣିଆ ଟିମ ମଧ୍ୟ ଓଡ଼ିଶା ଆସୁଛି। ସେଥିରେ ୬ଜଣ ଡାକ୍ତର ରହିଛନ୍ତି । ଜଗାବଳିଆଙ୍କ ଚିକିତ୍ସା ପାଇଁ ଏସସିବି ବଡ଼ ମେଡିକାଲର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର…

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍‌ସ ଗଲା ଏସସିବିର ଏକ ଟିମ

ଆସନ୍ତା ୭ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । କଟକ ଏସସିବି ବଡ଼ ମେଡିକାଲରେ ସେମାନଙ୍କ ଚିକିତ୍ସା କରାଯିବ। ଏନେଇ ଏକ ଟିମ ଏସସିବିରୁ ଦିଲ୍ଲୀ ଏମ୍‌ସ ଯାଇଛନ୍ତି । ଏଥିରେ ଶିଶୁ ବିଭାଗର ୨ଜଣ ବିଶେଷଜ୍ଞ ଅଛନ୍ତି । ଏମ୍‌ସ ଡାକ୍ତରଙ୍କଠାରୁ ତଥ୍ୟ ନେବେ SCB ଟିମ୍‌ । ଜଗାବଳିଆଙ୍କ ସହ…

ବାହୁଡିବେ ଜଗା-ବଳିଆ, ୬ରେ ଦିଲ୍ଲୀରୁ ବାହାରି ୭ ତାରିଖରେ ପହଞ୍ଚିବେ ଓଡ଼ିଶା

ବାହୁଡିବେ ଜଗା-ବଳିଆ। ଆସନ୍ତା ୬ ତାରିଖରେ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହୋଇ ଓଡ଼ିଶା ଆସିବେ ଜଗା-ବଳିଆ। ୬ରେ ଦିଲ୍ଲୀରେ ରାଜଧାନୀ ଏକ୍ସପ୍ରେସରେ ଆସି ୭ ତାରିଖରେ କଟକ SCBରେ ପହଞ୍ଚିବେ। ତାଙ୍କ ସହ ଡାକ୍ତର କର୍ମଚାରୀ ଆସିବେ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଛନ୍ତି।…

ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶା ଫେରିବେ ଜଗା-ବଳିଆ, କଟକ ଏସସିବି ମେଡିକାଲରେ ହେବ ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ । କଟକ ଏସସିବି ମେଡିକାଲରେ ଦୁଇ ଭାଇଙ୍କ ଚିକିତ୍ସା କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ଦୁଇ ଭାଇଙ୍କୁ ଓଡ଼ିଶା ଅଣାଯିବା ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଦୁଇ ବର୍ଷ…

ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବେ ଜଗା-ବଳିଆ

ଦିଲ୍ଲୀ(କେନ୍ୟୁଜ୍): ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ । ଜୁଲାଇ ଦ୍ୱିତୀୟ ସପ୍ତାହରେ ଜଗା ବଳିଆ ଓଡ଼ିଶା ଫେରିପାରନ୍ତି । ଏନେଇ ଆଜି ଦିଲ୍ଲୀରେ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଯୁଗ୍ମ ସଚିବ ଓ ତିନି ଜଣିଆ ଡାକ୍ତରୀ…

ଖୁବଶୀଘ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିବେ ଜଗା ବଳିଆ, ଆପୋଲୋରେ ହେବ ସ୍ବତନ୍ତ୍ର ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ଯୋଡ଼ା ମୁଣ୍ଡର ସଫଳ ଚିକିତ୍ସା ପରେ ଘରକୁ ଫେରିବେ ଜଗା ବଳିଆ। ସେମାନଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତେବେ ଖୁବଶୀଘ୍ର ସେମାନେ ଏୟାର ଆମ୍ବୁଲାନ୍ସ ଯୋଗେ ଓଡିଶା ଫେରିବା ସୂଚନା ମିଳୁଛି। ସେମାନଙ୍କ ଚିକିତ୍ସା…

ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଘରକୁ ଫେରିବେ ଜଗା-ବଳିଆ, ଆସନ୍ତା ମାସ ଅଣାଯିବ ଓଡ଼ିଶା

କେନ୍ୟୁଜ୍ : ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଘରକୁ ଫେରିବେ ଜଗା ବଳିଆ । ଆସନ୍ତା ମାସ ଜଗା ବଳିଆ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି । ଦୁଇ ବର୍ଷ ହେବ ଦିଲ୍ଲୀ ଏମସ୍‌ ର ପ୍ରାଇଭେଟ୍‌ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ଦୁଇ ଭାଇ । ଦୁଇ ଭାଇଙ୍କୁ ଏବେ ୪ ବର୍ଷ । ଜଗା ସୁସ୍ଥ ଅଛି । ସେ ଏବେ…

ଏମ୍ସରେ ହିଁ ଜାରି ରହୁ ଜଗା-ବଳିଆଙ୍କ ଚିକିତ୍ସା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର (କେନ୍ୟୁଜ୍) : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଦିଲ୍ଲୀ ଏମ୍ସରେ ଯାଆଁଳା ଭାଇ ଜଗା-ବଳିଆଙ୍କୁ ଚିକିତ୍ସା ଜାରି ରଖିବା ପାଇଁ ସେ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଏମ୍ସରେ ଭଲ ଚିକିତ୍ସା…

ଜଗା,ବଳିଆଙ୍କୁ ଭୁବନେଶ୍ବର ଆଣିବାକୁ ଅନୁମତି ମାଗିଲେ ବାପା

ଭୁବନେଶ୍ବର(କେନ୍ଯୁଜ୍) : ଜଗା,ବଳିଆଙ୍କୁ ଭୁବନେଶ୍ବର ଆଣି ଚିକିତ୍ସା କରାଇବାକୁ ପ୍ରସ୍ତୁତ ଥିବା କହିଛିନ୍ତି ବାପା ଭୂଇଁଆ କହଁର । ଜଗାର ସ୍ୱାସ୍ଥ୍ୟ ଭଲ ଅଛି । ବଳିଆକୁ ୧୫ ଦିନ ହେବ ଜ୍ୱର ଛାଡ଼ୁନି । ତେବେ ସେମାନେ ଆଉ ଦିଲ୍ଲୀ ଏମ୍‌ସରେ ରହିବାକୁ ଚାହୁଁ ନାହନ୍ତି ବୋଲି ସୂଚନା ଦେଇଛନ୍ତି ଜଗା…

ଫେରିବେନି ଜଗା ବଳିଆ !

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସରେ ଜଗା-ବଳିଆଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଏମ୍‌ସରେ ଚିକିତ୍ସାଧୀନ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ ଦିଲ୍ଲୀ…