Browsing Tag
Jagannath Dham
ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ : ଗଜପତି ମହାରାଜା ଦିବ୍ୟ ସିଂହ ଦେବ
ପୁରୀ : ଦୀଘା ଜଗନ୍ନାଥଧାମ ନାମକରଣ ପରମ୍ପରା ବିରୁଦ୍ଧ । ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ । ଦୀଘା ଜଗନ୍ନାଥ ମନ୍ଦିରର…
ଦିଦିଙ୍କୁ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଭାବାବେଗ ସହ ଖେଳିବା ଉଚିତ ନୁହେଁ କହିଲେ ଜଗତଗୁରୁ
ପୁରୀ : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ପୂର୍ବରୁ ମଧ୍ୟ ଏଭଳି ଚକ୍ରାନ୍ତ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହାସହ ଦୀଘା ମନ୍ଦିର ପ୍ରତିଷ୍ଠାର…
ଜିଦରେ ଅଟଳ ଦିଦି, ପୁଣି ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଲା ଜଗନ୍ନାଥ ଧାମ ସେଲ୍ଫି ପଏଣ୍ଟ
ଜଳେଶ୍ବର : ମାନୁନାହାଁନ୍ତି ମମତା । ଜିଦରେ ଅଟଳ ଦିଦି । ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ…
ମମତାଙ୍କୁ ରୋକଠୋକ ଶୁଣାଇଲେ ଗଜପତି, ଦୀଘାର ସବୁ ସ୍ଥାନରୁ ହଟିନି ଜଗନ୍ନାଥ ଧାମ ନାମ ଫଳକ
ପୁରୀ : ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋକଠୋକ ଶୁଣାଇଲେ ଗଜପତି ମହାରାଜ । କହିଲେ, ଦୀଘା ଜଗ୍ନନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମରେ ନାମିତରୁ କ୍ଷାନ୍ତ ରହିବାକୁ କହିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳ ପୀଠ…
ମୁହଁ ଟାଣ ଦେଖାଇଲେ ମମତା, ପୁଣି ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ଜଗନ୍ନାଥ ଧାମ ପୋଷ୍ଟର
ମାନୁନାହାଁନ୍ତି ମମତା । ଜିଦରେ ଅଟଳ ଦିଦି । ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ…
ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ ନୁହେଁ’: ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ
ଦୀଘାରେ ଜଗନ୍ନାଥ ଧାମ ନାଁକୁ ନେଇ ବିବାଦ ପ୍ରସଙ୍ଗ । ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ । ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥଧାମ ନୁହେଁ’। ପ୍ରେସ ରିଲିଜ ଜାରି କରି ସ୍ପଷ୍ଟ କଲେ ଗଜପତି ମହାରାଜ। ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ତଦନୁସାରେ ମତ ଦେଇଛନ୍ତି ।…
ମୁଣ୍ଡ ନୁଆଁଇଲେ ମମତା, ଶେଷରେ ହଟିଲା ‘ଜଗନ୍ନାଥ ଧାମ’ ଲେଖା
ପଶ୍ଚିମବଙ୍ଗ ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଦୀର୍ଘଦିନରୁ ଅନେକ ବିବାଦ ଲାଗିରହିଛି । ଦୀର୍ଘ ଦିନରୁ ଏହାକୁ ନେଇ ଦୃଢ ବିବାଦ ଲାଗିରହିଥିଲା । ବିବାଦ ପରେ ମୁଣ୍ଡ ନୁଆଁଇଛନ୍ତି ମମତା ବାନାର୍ଜୀ । ଦୀଘାରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରର ନାମଫଳକରୁ ଧାମ ଲେଖା ନାମକୁ…
ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା : ଆଇନ ମନ୍ତ୍ରୀ
ଭୁବନେଶ୍ୱର : ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି । ସେବାୟତମାନଙ୍କ ପାଇଁ SOP ଅଣାଯିବ । କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ । ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।…
ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ ନାମକରଣକୁ ନେଇ ବଢୁଛି ବିବାଦ, ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନମନ୍ତ୍ରୀ
ପୁରୀ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ବିବାଦର ହେବ ତଦନ୍ତ। ଶ୍ରୀମନ୍ଦିର ପ୍ରଶାସନ ଅନ୍ତରୀଣ ତଦନ୍ତ କରିବ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୀଘା ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ନାଁରେ ନାମିତ କରିବାକୁ ନେଇ ବିବାଦ ଦେଖା ଦେଇଛି…