Browsing Tag

jagannath mandir

ଟାଙ୍ଗୀ-ଚୌଦ୍ୱାର ପଦ୍ମିନୀ ବିହାର ନିକଟରେ ନୂତନ ମନ୍ଦିର ସହ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା

ଚୌଦ୍ୱାର(କେନ୍ୟୁଜ): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୋଟସାହି ପଞ୍ଚାୟତ ପଦ୍ମିନୀ ବିହାର ନିକଟରେ ହୋଇଥିବା ନୂତନ ମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ଦିବସ ୭ଦିନ ଧରି ଅନୁଷ୍ଠିତ ହେଉଅଛି । ପଞ୍ଚମ ଦିନରେ ସକାଳ ସମୟରୁ ବେଦ ପାଠ, ସୂର୍ଯ୍ୟପୂଜା, ଗୋ ପୂଜା, ପଞ୍ଚକର୍ମ, ଗୀତା…

ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ଦେଖିବେ ଭକ୍ତ

ପୁରୀ(କେନ୍ୟୁଜ): ଶ୍ରୀ ଜଗନ୍ନାଥ ବଲ୍ଳଭ ମଠ ପରିସରରେ ଶୋଭା ପାଇବ ମହାପ୍ରଭୁଙ୍କ ବିଭିନ୍ନ ବେଶ ଶୃଙ୍ଗାର । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବୈଶାଖ ମାସ ରୁ ଚୈତ୍ର ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୨୫ ପ୍ରକାର ବେଶକୁ ଏକାସାଙ୍ଗରେ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ଶ୍ରଦ୍ଧାଳୁ । ଶ୍ରୀ…

ପାଦରେ ଚାଲିବା ତ ଦୂରର କଥା ଠିଆ ହେବାକୁ ବି ଶକ୍ତି ନାହିଁ, ହେଲେ ଦିବ୍ୟାଙ୍ଗ ଗୀତାଞ୍ଜଳୀଙ୍କୁ ବାଟ କଢେଇ ଆଣନ୍ତି…

ପୁରୀ(କେନ୍ୟୁଜ୍): ବିଶ୍ବାସ ରହିଛି ଯାହାର କେହି ନାହିଁ ତା'ର ଏକମାତ୍ର ଜଗା ହିଁ ସାହା ଭରଷା। ବାସ୍ କେବଳ ହୃଦୟରେ ଅତୁଟ ଭକ୍ତି ଓ ବିଶ୍ବାସ ଥିବା ଦରକାର। ବ୍ରହ୍ମପୁରର ଗୀତାଞ୍ଜଳି ପାଣିଗ୍ରାହୀ। ଯିଏ ଏତେ ବାଟରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ତେବେ  ପାଦରେ ଚାଲିବା ତ ଦୂରର…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ

ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ।…

ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ଜଳରେ ସମାପନ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଲୀଳା

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେବେ । ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡରେ ଆଜି ଲକ୍ଷାଧିକ…

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି…

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟର ଏକ ଗ୍ରୀଷ୍ମ ଅବକାଶ ବେଞ୍ଚରେ ଗୁୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ ବି.ଆର. ଗଭାଇ ଓ…

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା,…

ଆଜି ଖସାପଡ଼ା ନୀତି: ରତ୍ନସିଂହାସନ ଉପରେ ଚଢି ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ ଦଇତାପତି…

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢି ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ଶ୍ରୀଜିଉମାନଙ୍କ ଶ୍ରୀପୟର ସୁରକ୍ଷା ଲାଗି ଏହି ଖସାପଡା ନୀତି କରାଯାଇଥାଏ। ଏହି…

ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ, ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ହଟାଇଲା ପ୍ରଶାସନ

ପୁରୀ: ଆଜିଠୁ ଆହୁରି ସହଜ ହେବ ଜଗା ଦର୍ଶନ। ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡକୁ ଛୋଟ କରାଯାଇଛି। ବଡଦାଣ୍ଡରେ ଥିବା ୧କିଲୋମିଟର ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି। ଆଜିଠାରୁ ମରିଚକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ…

ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା, ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ…

ପୁରୀ: ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ । କାର୍ତ୍ତିକ ମାସ ଓ ପଞ୍ଚୁକର ଶେଷ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ…

ଶ୍ରୀମନ୍ଦିରରେ ଚାଲିଛି ଦଶହରା ପର୍ବ, ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଦଶହରା । ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା,୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ, ସନ୍ଧ୍ୟା ଧୂପ ପରେ ମାଜଣା ମଣ୍ଡପ ନିକଟରେ ପଡିବ ହାତଗଣ୍ଠି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ। ବିବାହ ଉତ୍ସବର ସମସ୍ତ ନୀତି ଶେଷ ହେବା ପରେ ମାଜଣା ମଣ୍ଡପ ନିକଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ଋକ୍ମଣଙ୍କ ହରଣ କରି ବିବାହ କରିବେ। ଅପରପଟେ ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ।…