ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟ, ଆଜି ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା
ପୁରୀ (କେନ୍ୟୁଜ): ଆଜି ଅନୁଷ୍ଠିତ ହେବ ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ସମନ୍ଵୟ ବୈଠକ। ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ରଥ ସମନ୍ଵୟ କମିଟି ବୈଠକ। ଦଇତାପତି ସେବାୟତଙ୍କ ସମେତ ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଏହି…