Browsing Tag

jagannath s

ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ: ଅଣସର ଘରେ ଶ୍ରୀଜିଉ

ପୁରୀ: ଅଣସର ଘରେ ଶ୍ରୀଜିଉ। ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଉପଶମ ପାଇଁ ଅଣସର ଘରେ ମହାପ୍ରଭୁଙ୍କର ଗୁପ୍ତ ଉପଚାର ଚାଲିବ।…