ଶ୍ରୀମନ୍ଦିରରେ ଆଜିଠାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଏଣିକି ପଶ୍ଚିମ ଦ୍ୱାର ପଟ ଦେଇ ପ୍ରବେଶ କରିବେ ପୁରୀବାସୀ। ଏଥିପାଇଁ ସେମାନଙ୍କ ପାଇଁ ମଧ୍ୟ ଟୀକାକରଣର ୨ଟି ଡୋଜ୍ ସାର୍ଟିପିକେଟ୍ ଓ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ପତ୍ର…