ଶ୍ରୀମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ, ସିଂହଦ୍ଵାର ଥାନାରେ ଅଟକ
ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରୁ ବିଦେଶୀ ମହିଳା ପର୍ଯ୍ୟଟକ ଅଟକ । ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ପର୍ଯ୍ୟଟକ ଜଣଙ୍କ ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ…