ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ: ୪ କୋଟିରୁ ଊର୍ଦ୍ଧ ଟଙ୍କା ବ୍ଯୟରେ କୁଟୁରିଆ ଗ୍ରାମରେ ପ୍ରତିଷ୍ଠା ହେଲା ଜଗନ୍ନାଥ…
ଯାଜପୁର ଟାଉନ(କେନ୍ୟୁଜ୍): ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ। ୪ ବର୍ଷ ତଳେ ଆରମ୍ଭ ହୋଇଥିବା ମନ୍ଦିର ଶେଷରେ ହେଲା ସମ୍ପୂର୍ଣ୍ଣ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ କୁଟୁରିଆ ଗ୍ରାମରେ ପ୍ରତିଷ୍ଠା ହୋଇଛି ବହୁ ପ୍ରତିକ୍ଷିତ ଜଗନ୍ନାଥ ମନ୍ଦିର । ନବ ନିର୍ମିତ ମନ୍ଦିରରେ…