Browsing Tag

jagannath

ଭକ୍ତଙ୍କ ସହ ହୋଲି ଖେଳିଲେ ମହାପ୍ରଭୁ, ସୁନା ବେଶରେ ଦେଲେ ଦର୍ଶନ

ପୁରୀ(କେନ୍ୟୁଜ୍‌): ଦୋଳ ପୂର୍ଣ୍ଣିମାରେ ଫଗୁ ଖେଳିଲେ ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଛି । ଦୋଳବେଦୀରେ ଅବିର ଖେଳିଛନ୍ତି ଦୋଳଗୋବିନ୍ଦ। ସକାଳ ଧୂପ ଶେଷ ହେବା ପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ…

ଏଠି ଜଗନ୍ନାଥଙ୍କ ୨୪ବେଶ ୫୬ଭୋଗ ଦେଖି ଭକ୍ତ ଭାବବିହ୍ଵଳ

ସାଲେପୁର(କେନ୍ୟୁଜ): ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି  ସାରା ବିଶ୍ୱର ଠାକୁର । ମହାପ୍ରଭୁ ଜଗନ୍ନାଥଙ୍କର କେତେ ଯେ ବେଶ ଅଛି କେହି ଜାଣିନଥାନ୍ତି । ମହାପ୍ରଭୁ ସବୁ ମାସରେ ସବୁ ତିଥି ରେ ଅଲଗା ଅଲଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କର ହେଉଛି ୨୪ବେଶ । ଏହି ବେଶ ଭକ୍ତ ଏକା…

ଆସନ୍ତାକାଲି ୩ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

(କେନ୍ୟୁଜ୍‌ ବ୍ୟୁରୋ ):  ଆସନ୍ତାକାଲି ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ୩ ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି । ସେଥିପାଇଁ ସାଧାରଣ ଦର୍ଶନ ୩ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା ୬ ଟାରୁ ରାତି ୯ଟା ଯାଏ ବନ୍ଦ ରହିବ ଭକ୍ତଙ୍କ ଲାଗି ଦର୍ଶନ ।

ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ଆଜିଠୁ ମହାଲକ୍ଷ୍ମୀଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ପୁରୀ/ଆଠଗଡ଼/ ବେଗୁନିଆ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ । ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନ ଧୂପରେ…

ଜଗନ୍ନାଥଙ୍କ ରୂପ ଏପରି କାହିଁକି, ପ୍ରଭୁ ଜଗନ୍ନାଥଙ୍କୁ ନେଇ ଏହି କଥା କେବେବି ଶୁଣିନଥିବେ ଆପଣ

ଯିଏ ରୁହନ୍ତି ଆଲୋକରେ…ଯିଏ ରୁହନ୍ତି ଅନ୍ଧକାରରେ…ଯିଏ ରୁହନ୍ତି ଶବ୍ଦରେ…ଯିଏ ରୁହନ୍ତି ନିଶବ୍ଦରେ…ଯିଏ ।ୁହନ୍ତି ବ୍ରହ୍ମାଣ୍ଡରେ ଶୁନ୍ୟତାରେ…ଯିଏ ରୁହନ୍ତି ପୃଥିବୀର ପରିପୂର୍ଣ୍ଣତାରେ…ଯିଏ ଅଛନ୍ତି ପିଲାଙ୍କ ପାଠ୍ୟକ୍ରମରେ…ଯିଏ ଅଛନ୍ତି ସାଧୁଙ୍କ ରୂଦ୍ରାକ୍ଷରେ…ଅନ୍ଧଙ୍କ ନୟନ ସିଏ…ଛୋଟାର…

ପାଦରେ ଚାଲିବା ତ ଦୂରର କଥା ଠିଆ ହେବାକୁ ବି ଶକ୍ତି ନାହିଁ, ହେଲେ ଦିବ୍ୟାଙ୍ଗ ଗୀତାଞ୍ଜଳୀଙ୍କୁ ବାଟ କଢେଇ ଆଣନ୍ତି…

ପୁରୀ(କେନ୍ୟୁଜ୍): ବିଶ୍ବାସ ରହିଛି ଯାହାର କେହି ନାହିଁ ତା'ର ଏକମାତ୍ର ଜଗା ହିଁ ସାହା ଭରଷା। ବାସ୍ କେବଳ ହୃଦୟରେ ଅତୁଟ ଭକ୍ତି ଓ ବିଶ୍ବାସ ଥିବା ଦରକାର। ବ୍ରହ୍ମପୁରର ଗୀତାଞ୍ଜଳି ପାଣିଗ୍ରାହୀ। ଯିଏ ଏତେ ବାଟରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। ତେବେ  ପାଦରେ ଚାଲିବା ତ ଦୂରର…

ପ୍ରତ୍ୟେକ ଜୀବ ବ୍ରହ୍ମକୁ ବୁଝିବା ଦରକାର, ସୃଷ୍ଟିର ରହସ୍ୟମୟ ଆତ୍ମାକୁ ଜାଣିବା ଦରକାର…

ପରିବର୍ତ୍ତନ ଏକ ପ୍ରକ୍ରିୟା । ଜଗତର ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ର ମଧ୍ୟ ପରିବର୍ତ୍ତନ ପ୍ରକ୍ରିୟାରେ ବନ୍ଧା । ୪୦୦ ବର୍ଷ ଧରି ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ପ୍ରକ୍ରିୟା ଜାରି ରହିଛି। ପରମ୍ପରା ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ମାସ ପଡ଼େ ସେହି ବର୍ଷ ବିଧି…

ମେହେରବାନଙ୍କ କାଳିଆ ଭକ୍ତି, ମୁସଲମାନ ହୋଇ ବି ଦିନରାତି ସବୁବେଳେ ଗୁଣୁଗୁଣୁ ହୋଇ ଗାଆନ୍ତି ଜଗନ୍ନାଥଙ୍କ ଭଜନ

ସାଲେପୁର(କେନ୍ୟୁଜ୍): ସେ ବିଧିବଦ୍ଧ ଭାବରେ ସଙ୍ଗୀତରେ ଶିକ୍ଷା ନେଇନାହାନ୍ତି। ହେଲେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ତାଙ୍କୁ ଜଣେ ଭଜନ ଗାୟକ ଭାବରେ ପରିଚୟ ଦେଇପାରିଛି। ସବୁଠାରୁ ବଡ କଥା ସେ ପୁଣି ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ । ତଥାପି ଜଗନ୍ନାଥଙ୍କ ଭଜନ ଗାଇବାରେ ତାଙ୍କୁ…

କି ନଦେଖିଲା ଏ ନୟନ! ଗାଡି ପଛ ପଟେ ବନ୍ଧା ହୋଇ ବୁହା ହେଲେ ଜଗନ୍ନାଥ, ଭାଇରାଲ୍ ହେଉଛି ଭିଡିଓ

ଜଳେଶ୍ବର(କେନ୍ୟୁଜ୍): ଜଗତର ନାଥ ଜଗନ୍ନାଥଙ୍କୁ ଅବମାନନା। ଜଗନ୍ନାଥଙ୍କୁ ଗାଡି ପଛରେ ଦୌଡିରେ ବାନ୍ଧି ବୁହା ଚାଲିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥର ହଳଦୀପଦା…

ବାରିପଦାର ବାଳୁତ ଜଗନ୍ନାଥଙ୍କ ପରମ୍ପରା ସବୁଠୁ ନିଆରା

ପବିତ୍ର ରଥଯାତ୍ରା ଅବସରରେ ତିନିଠାକୁର ରଥାରୂଢ ହୋଇ ମାଉସୀ ମା' ମନ୍ଦିର ଯାଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଚାଲିଛି ଏହି ପରମ୍ପରା । ମାତ୍ର ବାରିପଦା ରଥଯାତ୍ରାର କିଛି ରୀତି ନୀତି ରହିଛି ଯାହା ବେଶ୍‌ ନିଆରା। ଯେମିତି ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ…

ଗିନିଜ୍ ବୁକ୍‌ରେ ସବୁଠୁ ଉଚ୍ଚ ରଥର ମାନ୍ୟତା ପାଇଲା କେନ୍ଦୁଝରର ଶ୍ରୀବଳଦେବ ଜିଉଙ୍କ ନନ୍ଦିଘୋଷ ରଥ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ହେଉଛି ଓଡ଼ିଶା। ଏଣୁ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଜଗନ୍ନାଥଙ୍କର ମନ୍ଦିର ରହିଛି। କିଛି ସ୍ଥାନରେ ପୂଜା ପଦ୍ଧତି ଶ୍ରୀକ୍ଷେତ୍ର ସହ ସମାନ ଥିବା ବେଳେ ଆଉ କେତେକ ସ୍ଥାନରେ ଅଲଗା। ବିଶେଷ କରି ରାଜା ରାଜୁଡ଼ା ଅମଳର ମନ୍ଦିରରେ ଦେଖିବାକୁ ମିଳେ କିଛି ଭିନ୍ନତା।…

ଝାରସୁଗୁଡ଼ାରରେ ମହାପ୍ରଭୁଙ୍କ ମହିମା: ପୁଣି ରୁଟିରେ ଦେଖାଗଲା ଜଗାର ପ୍ରତିଛବି

ଝାରସୁଗୁଡା(କେନ୍ୟୁଜ): ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର । ମହାପ୍ରଭୁ ବିଭିନ୍ନ ସ୍ଥାନରେ ବିରାଜମାନ ହୋଇଥାନ୍ତି । ଯାହାକୁ ତାଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କୁ ତାଙ୍କ ପ୍ରତି ଥିବା ଭକ୍ତି ଏବଂ ବିଶ୍ୱାସ ଭାବକୁ ବଢ଼ାଇ ଥାଏ । ମହାପ୍ରଭୁ ଜଗନ୍ନାଥ କେତେବେଳେ ବୃକ୍ଷରେ, ଫଳରେ ଏବଂ ଖାଦ୍ୟ ପଦାର୍ଥ…