କାହିଁକି ଜାଗରରେ ଉଜାଗର ରୁହନ୍ତି ଭକ୍ତ?
ହିନ୍ଦୁ ମାନଙ୍କ ମୁଖ୍ୟ ପର୍ବ ମଧ୍ୟରୁ ଜାଗର ହେଉଛି ଅନ୍ୟତମ। ଯାହାକି ପ୍ରତିବର୍ଷ ଭଗବାନ ଶିବଙ୍କୁ ସମ୍ମାନ ଜଣାଇ ପାଳନ କରାଯାଏ। ଏହା ସାରା ଦେଶରେ ମହାଶିବରାତ୍ରୀ ରୂପେ ମନାଯାଏ। ଏହାର ଆକ୍ଷରିକ ଅର୍ଥ ହେଉଛି ଶିବଙ୍କ ମହାନ ରାତି। କିମ୍ବଦନ୍ତୀ ଅନୁସାରେ ଆଜିର ଜାଗର ରାତିରେ ଭଗବାନ ଶିବ ନିଜ…