ଯାଜପୁର ସାଥୁଆପାଟଣା ଗ୍ରାମର ସ୍ୱପ୍ନେଶ୍ଵର ମହାଦେବଙ୍କ ଜାଗର ମହୋତ୍ସବ
ଯାଜପୁର(କେନ୍ୟୁଜ): ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ଜେନାପୁର ନିକଟ ସାଥୁଆପାଟଣା ଗ୍ରାମରେ ୩ଦିନ ଧରି ଚାଲିଥିଲା ଜାଗର ମହୋତ୍ସବ । ୧୭୬ତମ ଏହି ଜାଗର ମହୋତ୍ସବ ଉଦଯାପିତ ହୋଇଯାଇଛି ।…