Browsing Tag

jagatsinghpur

ଜଗତସିଂହପୁର: କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଅତ୍ମହତ୍ୟା ଘଟଣା, ପ୍ରଶାସନ ଓ ଡାକ୍ତରଙ୍କ ବିରୋଧରେ ଏତଲା ଦେଲେ…

ଜଗତସିଂହପୁର(କେନ୍ୟୁଜ୍): ଏରସମା ଥାନା କଟି ଦଙ୍ଗାର ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା ଘଟଣା, ଏସପି ଅଫିସରେ ଏତଲା ଦେଲେ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ପ୍ରଶାସନ ବିରୋଧରେ ଏତଲା ଦିଆଯାଇଥିବା ଜଣାପଡିଛି। ଗତ ୨ ତାରିଖରେ ସ୍ବାମୀ  ନିର୍ଲିପ୍ତ ସ୍ବାଇଙ୍କ…

ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁରର ନିଲୁ ମିତ୍ର, ପ୍ରତିଦିନ ନିଜେ ରୋଷେଇ କରି ବାଣ୍ଟୁଛନ୍ତି…

ଜଗତସିଂହପୁର: କରୋନା ଖାଲି ମଣିଷ ସମାଜ ନୁହେଁ ସାରା ଜୀବ ଜଗତ ଉପରେ ନିଜର ପ୍ରଭାବ ପକାଇଛି । ଏହି ପ୍ରଭାବ ମଣିଷ ଉପରେ ଯେତିକି ପଡିଛି ତାଠାରୁ ଅଧିକ ପଶୁ ପକ୍ଷୀ ମାନଙ୍କ ଉପରେ ପଡିଛି । ଏହି ମହାମାରୀ ସମୟରେ ଅନେକ ସହ୍ରୁଦୟ ବ୍ଯକ୍ତି ସାହାଯ୍ଯର ହାତ ବଢାଇଛନ୍ତି । ଅସହାୟଙ୍କୁ ଖାଇବାକୁ ଦେବା…

ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ଯା ସନ୍ଦେହ

ଜଗତସିଂହପୁର(କେନ୍ଯୁଜ୍): କନ୍ଦରପୁର ମାଛଗାଁ ରାସ୍ତା ସେକପାଟଣା ନୂଆପୋଲ ନିକଟସ୍ଥ ରାସ୍ତା କଡରୁ ଯୁବକଙ୍କ ମ୍ତ ଦେହ ଉଦ୍ଧାର। ସୂଚନା ମୁତବାକ ଯୁବକ ଜଣକ ହେଉଛନ୍ତି ସଲାମ ଅଲ୍ଲୀ ସାହା। ସଲାମଙ୍କ ପୈତୃକ ଘର ଏରସମା ଗଡବିଂଶପୁର କୋଷ୍ଠିକୋଳଦା ଗ୍ରାମ ବୋଲି ଜଣା ପଡିଛି। କିଛି ବର୍ଷ ହେବ ସଲାମ…

କାଲି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି,…

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ଅବସରରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। କୋରୋନା କଟକଣା ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ…

ଅସ୍ତରଙ୍ଗ କାକଟପୁର ବ୍ଲକର ୪ଟି ନଦୀ ଘାଟକୁ ବନ୍ଦ କଲା ପ୍ରଶାସନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୪ କରୋନା ପଜିଟିଭ କେଶ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ସୀମା ବାସିନ୍ଦାଙ୍କ ଚିନ୍ତା କିଛି ମାତ୍ରାରେ ବଢିଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ଦେବୀ ନଦୀରେ ୪ଟି ନଦୀ ଘାଟକୁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇଛି । ସୂଚନା ଦେବା ଯୋଗ୍ୟକି ପୁରୀ ଓ…

ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା, ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ କଟକଣା ଜାରି

ଜଗତସିଂହପୁର (କେନ୍ୟୁଜ) : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ…

ଜଗତସିଂହପୁର: ଜହ୍ଲାଦ ପାଲଟିଗଲା ସ୍ବାମୀ, ନୃଶଂସ ଭାବେ ସ୍ତ୍ରୀକୁ କଲା ହତ୍ୟା

ପାରିବାରିକ କଳହର କରୁଣ ପରିଣତି । ଅତି ନୃଶଂସ ଭାବେ ସ୍ତ୍ରୀକୁ ମାରିଲା ସ୍ୱାମୀ । ଜଗତସିଂହପୁର ଥାନା ସାନତିହଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସ୍ତ୍ରୀକୁ ମାରିବା ପରେ ମନ ବୁଝିଲାନି, ମୃତଦେହରେ ପେଟ୍ରୋଲ ଢ଼ାଳି ଘର ଭିତରେ ନିଆଁ ଲଗାଇ ପୋଡ଼ି ଦେଲା । ଘରୁ ଅର୍ଦ୍ଧଦଗ୍ଧ…

ଜଗତସିଂହପୁର: ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସ-ଦୋକାନୀ ମୁହାଁମୁହିଁ

ଜଗତସିଂହପୁର(କେନ୍ୟୁଜ୍): ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଜଗତସିଂହପୁର ରଘୁନାଥପୁରଠାରେ ଉତ୍ତେଜନା ହୋଇଛି । ଘଟଣାରେ ପୋଲିସ-ଦୋକାନୀ ମୁହାଁମୁହିଁ ହୋଇ ୨ ଜଣ ଆହତ ହୋଇଛନ୍ତି । ଜବରଦଖଲ ଉଚ୍ଛେଦକୁ ବିରୋଧ କରି JCB ଆଗରେ ଶୋଇଗଲେ ଦୋକାନୀ । ଘଟଣାସ୍ଥଳରେ ୨ ପ୍ଳାଟୁନ୍‌ ପୋଲିସ ଫୋର୍ସ…

ନିହାରିକାକୁ ହତ୍ୟା କରିଛି ପ୍ରେମିକ ରାଜା,  ପୋଲିସ ଆଗରେ ମାନିଲା ସତ

ଜଗତସିଂହପୁର(କେନ୍ୟୁଜ୍): ଖୁନୀ ବୟଫ୍ରେଣ୍ଡ। ପ୍ରେମିକରୁ ସାଜିଲା ହତ୍ୟାକାରୀ। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ରଙ୍କ ହତ୍ୟାକାରୀ। ନାଁ- କିଶୋର ଆଞ୍ଚଳ ଓରଫ୍‌ ରାଜା। ଗିରଫ ହେବା ପରେ ପୋଲିସ ଆଗରେ ଦୋଷ ମାନିଛି। ଯାହାକୁ ପ୍ରେମ କରୁଥିଲା, ତାକୁ ମାରି ଦେଲା। କାହିଁକି ଓ କିଭଳି ହତ୍ୟା…