Browsing Tag

jagatsingpur news

ମିଶିକି ଭୋଜି କଲେ ଆଉ ଶେଷରେ ମାରିଦେଲେ, ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ। ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ। ଭୋଜିରେ ପ୍ରଶାନ୍ତ ବେହେରା…

କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଥିବା ତିନି କରୋନା ରୋଗୀଙ୍କୁ ଧରିଲା ପୋଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ମୁଙ୍ଗେଇ କାଳିଦାସ ଏମ ଇ ସ୍କୁଲର କ୍ବାରେଣ୍ଟାଇନ୍ ସେଣ୍ଟରରୁ ତିନି ଜଣ କରୋନା ରୋଗୀ ଚମ୍ପଟ ମାରିଛନ୍ତି। ସେମାନେ ବାଙ୍ଗାଲୋରରୁ ଆସିଥିଲେ। ଏହାପରେ ସେମାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିବାରୁ ସେମାଙ୍କୁ…

ଜଘନ୍ଯ ହତ୍ଯାକାଣ୍ଡ: ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ମାରିଦେଲା ସ୍ବାମୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ ଘଟିଛି ଜଘନ୍ଯ କାଣ୍ଡ। ପ୍ରେମ ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ ହତ୍ଯା କରିଛି ସ୍ବାମୀ । କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ଏବେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ମିଳିଥିବା…

ଜଗତସିଂହପୁର ବଡ଼ଦେଇଲ ଗାଁରେ ଅଘଟଣ: ପ୍ରେମ ବେପାରକୁ ନେଇ ବୋମା ମାଡ଼, ଯୁବକ ଗୁରୁତର

ଜଗତସିଂହପୁର: ପ୍ରେମ ବେପାରକୁ ନେଇ ବୋମା ମାଡ଼ । ଜଗତସିଂହପୁର ଥାନା ପଲ୍ଲି ପଞ୍ଚାୟତର ବଡ଼ଦେଇଲ ଗାଁରେ ଘଟିଛି ଏଭଳି ଘଟଣା । ଗାଁର ପ୍ରଭାତ ଗାଆଣ ଓ ଅନଗଡ଼ ଗାଁର ହାପୁ ମଲ୍ଲିକଙ୍କ ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ହାପୁ ମଲ୍ଲିକ ପ୍ରଭାତଙ୍କ ଉପରକୁ ବୋମା ମାଡ଼…

ଜଗତସିଂହପୁର ସାନ ପାଣିତିରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୧୦ବଖରା ଘର ପୋଡି ପାଉଁଶ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଓସକଣା ପଞ୍ଚାୟତ ସାନ ପାଣିତିରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ।୧୦ବଖରା ଘର ପୋଡି ପାଉଁଶ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ସାନ ପାଣିତିରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା ।…