Browsing Tag

Jagdeep Dhankar

ନୂଆ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନଖଡ଼, ପାଇଛନ୍ତି ୫୨୮ ଖଣ୍ଡ ଭୋଟ୍‌

ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖଡ଼। ଏନ୍‌ଡିଏର ପ୍ରାର୍ଥୀ ଧନଖଡ଼ ବିରୋଧୀଙ୍କ ସଂଯୁକ୍ତ ପ୍ରାର୍ଥୀ ମାର୍ଗରେଟ ଆଲ୍‌ଭାଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି। ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଆଲ୍‌ଭାଙ୍କୁ ମିଳିଛି ମାତ୍ର ୧୮୨ ଖଣ୍ଡ ଭୋଟ୍‌। ଏଣୁ…