Browsing Tag

jaggery

ରାଜଧାନୀରେ ବାସିଲା ଓଡିଶାର ‘ଖଜୁରୀ ଗୁଡ଼’, ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଆ ଖାଦ୍ୟ

ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି । ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ମଣ୍ଡପ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ…

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ ମିଠା ଖାଇବାକୁ ଇଚ୍ଛା ହୋଇଥାଏ, ଲୋକମାନେ ସେତେବେଳେ କିଛି ଦେଖିନଥାନ୍ତି, ଯାହା ମିଳିଥାଏ ସେହି ସବୁ ମିଠା ଖାଇ ନିଅନ୍ତି । କିନ୍ତୁ ଯଦି ଆପଣଙ୍କର ଖରାପ କୋଲେଷ୍ଟ୍ରଲ ବଢୁଛି, ତେବେ…

ଚଣା ଓ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଏବେ ହିଁ ସାମିଲ କରୁନ୍ତୁ ନିଜ ଖାଦ୍ୟରେ

ଗୁଡ ଓ ଚଣା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏହା ବ୍ୟତୀତ ହଜମ ପ୍ରକ୍ରିୟାକୁ ଭଲ କରିବାରେ ମଧ୍ୟ ଏହା ସହାୟକ କରିଥାଏ । ଗୁଡ ଓ ଚଣା ଖାଇବା ଦ୍ୱାରା ଦାନ୍ତ ଏବଂ ହାଡ ମଧ୍ୟ ମଜବୁତ ହୋଇପାରେ । ତେବେ ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ସେଲେନିୟମ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ ।…

ଗୁଡ଼ ଖାଇବା ଦ୍ୱାରା ଦୂର ହୁଏ ଥକ୍କାପଣ ଓ ଦୁର୍ବଳତା, ମଧୁମେହ ରୋଗୀ ମଧ୍ୟ ଖାଇପାରିବେ

ଗୁଡ଼କୁ ଶରୀର ପାଇଁ ଖୁବ ଲାଭଦାୟକ କୁହାଯାଇଥାଏ। ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ନିଜ ଡ଼ାଏଟ ନିଶ୍ଚିତ ସାମିଲ କରନ୍ତୁ ଗୁଡ଼। ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। କାରଣ ଏଥିରେ ଥିବା ଅନରିଫାଇଣ୍ଡ ନେଚୁରାଲ ସୁଗାର ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ। ଆୟୁବେର୍ଦରେ…

ମିଠା ଖାଇବାକୁ ଇଚ୍ଛା ହେଲେ ଚିନି ଖାଇବା ପସନ୍ଦ ନୁହେଁ, ତେବେ ଏହି ଜିନିଷକୁ ଡାଏଟରେ କରନ୍ତୁ ସାମିଲ

ମିଠା ଖାଇବାକୁ ଇଚ୍ଛା ହେଲେ ଖାଇପାରୁନାହାନ୍ତି। ଚିନି ଖାଇବାକୁ ଇଚ୍ଛା ନାହିଁ। ଯଦି ଆପଣଙ୍କର ମିଠା ଖାଇବାକୁ ଇଚ୍ଛା ରଖିଥାନ୍ତି, ତେବେ ଏମିତି କିଛି ଜିନିଷ ରହିଛି ଯାହାକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ। ଚିନି ବଦଳରେ ଏହାକୁ ଆପଣ ଖାଇପାରିବେ। ଆବଶ୍ୟକତା ଠାରୁ ଅଧିକ ଚିନି ଖାଇବା…

ଶୁଦ୍ଧ ଓ କେମିକାଲ ମିଶା ଗୁଡ଼କୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି ? ଚିହ୍ନନ୍ତୁ ଏମିତି..

ଗୁଡ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ ।  କିଛି ଲୋକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଚିନି ବଦଳରେ ଗୁଡର ବ୍ୟବହାର କରିଥାନ୍ତି ।  ଗୁଡ ତ ଦେହ ପାଇଁ ଭଲ କିନ୍ତୁ ସେହି ଗୁଡରେ ଯଦି ବିଷାକ୍ତ କେମିକାଲସ ମିଶିଥାଏ ତେବେ ଏହା ଶରୀରରେ ଭଲ ପ୍ରଭାବ ପକେଇବା ପରିବର୍ତ୍ତେ କୁପ୍ରଭାବ ପକାଇଥାଏ । ବଜାରରେ ବି…

ନ୍ୟାଚୁରାଲ ଫ୍ୟାଟ୍‌ କଟର ଭାବେ କାମ କରେ ଗୁଡ-ଲେମ୍ବୁ ପାଣି, ଜାଣନ୍ତୁ କ’ଣ ମିଳେ ଲାଭ

ଓଜନ କମ୍ କରିବା ପାଇଁ ନିୟମିତ ବ୍ୟାୟାମ ସହିତ ପୁଷ୍ଟିକର ଖାଇବା ମଧ୍ୟ ନିତାନ୍ତ ଜରୁରୀ। କିନ୍ତୁ ଆଜିକାଲି ଆମ ପାଖରେ ସମୟ ଅଭାବ ଯୋଗୁଁ ଏପରି କରିବା ସମ୍ଭବ ହେଉନାହିଁ। ଏମିତିରେ ଓଜନ ବଢିବା ସାଧାରଣ କଥା। ଏମିତିରେ ଯଦି ଆପଣ ଓଜନକୁ ନେଇ ଚିନ୍ତିତ ରହିଥାନ୍ତି, ତେବେ ଆପଣ ଲେମ୍ବୁ ଏବଂ ଗୁଡରେ…

ଘରକୁ କିଣି ଆଣୁଥିବା ଗୁଡ ଅସଲି ନା ନକଲି ? ଘରୋଇ ଉପାୟରେ ସହଜରେ ଜାଣନ୍ତୁ

ଶୀତ ଦିନରେ ବଜାରରେ ମିଳୁଥିବା ଗୁଡ ସମସ୍ତଙ୍କର ବେଶ ପସନ୍ଦ ହୋଇଥାଏ। ଅନେକ ଲୋକ ଶୀତ ଦିନରେ ଚିନି ବଦଳରେ ଗୁଡର ବ୍ଯବହାର କରିବାକୁ ଭଲ ପାଆନ୍ତି। ଗୁଡ ମଧ୍ୟ ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଆଜିକାଲିର ବଜାରରେ ଲାଭ ପାଇବା ପାଇଁ ନକଲି ଗୁଡ ବିକ୍ରି ହେଉଛି। ନକଲି ଗୁଡ ଆପଣଙ୍କ…

ସାବଧାନ! ଅଧିକ ଗୁଡ଼ ଖାଇବା ଦ୍ୱାରା ଦେଖାଦେଇପାରେ ଏସବୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା

ଗୁଡ଼ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏଣୁ ଲୋକମାନେ ଚିନି ବଦଳରେ ଗୁଡ଼ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଆୟୁର୍ବେଦରେ ଅନେକ ରୋଗରୁ ମୁକ୍ତି ପାଇଁ ଗୁଡ଼ ଖାଇବାକୁ ପରାମର୍ଶ ଦିଆଯାଇଛି। ଖାସ୍‌ କରି ମାଇଗ୍ରେନ୍‌, ବଦହଜମି, ମୁଣ୍ଡ ବୁଲାଇବା ଆଦି ସମସ୍ୟା ଥିଲେ ଗୁଡ଼ ଖାଇବାକୁ କୁହାଯାଏ।…

ଶରୀରରେ ରକ୍ତ କମ୍‌ ଥିଲେ ଖାଇବା ଆରମ୍ଭ କରି ଦିଅନ୍ତୁ ଗୁଡ଼, ମିଳିବ ଆହୁରି ବହୁତ ସୁବିଧା

ଏବେ ସମସ୍ତଙ୍କ ଘରେ ଚିନିର ବ୍ୟବହାର ଅଧିକ । ବିଶେଷକରି ଗୁଡ଼ ଖାଇବାକୁ କେହି ପସନ୍ଦ କରୁନାହାଁନ୍ତି । ହେଲେ ଗୁଡ଼ ଶରୀରରେ ବହୁ ପୋଷକ ତତ୍ତ୍ୱ ପୂରଣ କରିଥାଏ । ଗୁଡ଼ରେ ଭିଟାମିନ, କ୍ୟାଲ୍‌ସିୟମ୍‌, ଫାଇବର, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ । ତେଣୁ ଏହା ଋତୁକାଳୀନ ରୋଗରୁ…

ଖାଲିପେଟରେ ଗୁଡ ସହ ପିଅନ୍ତୁ ଗରମ ପାଣି, ଅନେକ ସମସ୍ୟା ଚୁଟକିରେ ହେବ ଛୁମନ୍ତ୍ରର

ସ୍ବାଦରେ ମିଠା ଏବଂ ପ୍ରଭାବରେ ଗରମ ଗୁଡ଼ ବହୁତ ଲାଭକାରୀ ପୋଷକରେ ଭରପୁର। ଏହାର ସେବନ ଶରୀର ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଆର‌୍ୟୁବେଦ ଅନୁଯାୟୀ, ଦୈନିକ ଖାଲି ପେଟରେ ଗୁଡ଼ ଖାଇବା ପରେ ହାଲୁକା ଗରମ ପାଣି ପିଇବା ଦ୍ବାରା ପେଟର ଗ୍ୟାସ, ଏସିଡିଟି, କଷ୍ଟ ଆଦି ସମସ୍ୟା ଦୂର ହୋଇଥାଏ। ଏଣୁ ପୁରାତନ…

ଖାଦ୍ୟ ଗ୍ରହଣ ପରେ ନିଶ୍ଚିତ ଖାଆନ୍ତୁ ୨୦ଗ୍ରାମ ଗୁଡ଼, ଅନେକ ରୋଗରୁ ମିଳିବ ମୁକ୍ତି

ପ୍ରାଚୀନ କାଳରୁ ହିଁ ଗୁଡ଼କୁ ଶରୀର ପାଇଁ ଖୁବ ଲାଭଦାୟକ କୁହାଯାଇଥାଏ। ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ନିଜ ଡ଼ାଏଟ ନିଶ୍ଚିତ ସାମିଲ କରନ୍ତୁ ଗୁଡ଼। ସବୁଠାରୁ ଭଲ କଥା ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। କାରଣ ଏଥିରେ ଥିବା ଅନରିଫାଇଣ୍ଡ ନେଚୁରାଲ ସୁଗାର ଶରୀରକୁ କୌଣସି ପ୍ରକାରର…