Browsing Tag

jagya for corona

କୁଚିଣ୍ଡା : ପଞ୍ଚାୟତ କାର‌୍ୟ୍ୟାଳୟରେ ଦିଆଗଲା ହୋମ ଧୂଆଁ, କରୋନା ବିନାଶର ସହଜ ଉପାୟ ବୋଲି କହିଲେ ପୁରୋହିତ

କୁଚିଣ୍ଡା (କେ ନ୍ୟୁଜ୍‌) : ଯଜ୍ଞ କଲେ କୁଆଡ଼େ କରୋନା ପଳାଇଯିବ । ଏଇ ବିଶ୍ୱାସ ନେଇ ଜଣେ ବ୍ୟକ୍ତି ପଞ୍ଚାୟତ କାର‌୍ୟ୍ୟାଳୟରେ କରିଛନ୍ତି ପୂଜା ଓ ହୋମ । ଏ ଘଟଣା ଏବେ ଏମିତି ଚର୍ଚ୍ଚା ସୃଷ୍ଟି କରିଛି ଯେ ଭିଡିଓ ଭାଇରଲ୍ ହେବା ସହିତ ବିବାଦ ବି ଦେଖା ଦେଇଛି । ଘଟଣାଟି ହେଉଛି ସମ୍ବଲପୁର ଜିଲ୍ଲା…