ଲୋକାଲ ହେଲମେଟ ପିନ୍ଧିବା ଏବଂ ତିଆରି କରିବା ପଡିବ ମହଙ୍ଗା, ହେବ ଜରିମାନା ଏବଂ ଜେଲ୍
କେନ୍ଦ୍ର ସରକାର ଲଗାତାର ଟ୍ରାଫିକ ନିୟମ ଏବଂ ସଡକ ସୁରକ୍ଷାକୁ ନେଇ ବିଭିନ୍ନ ନିୟମ ପରିବର୍ତ୍ତନ କରୁଛନ୍ତି। ପୂର୍ବରୁ ମୋଟର ଯାନ ସଂଶୋଧନକୁ ନେଇ ଆଇନ ଲାଗୁ କରିଥିଲେ। ଯେଉଁଥିରେ ଯାତାୟତ ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୧୦ ଗୁଣା ଅଧିକ ଜରିମାନା ଦେବାକୁ ହେବ। ଏବେ କେନ୍ଦ୍ର ସରକାର ପକ୍ଷରୁ…