Browsing Tag

jail

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ: ୨୦ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା

କଟକ (କେନ୍ୟୁଜ): କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ ଅଦାଲତ। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଫେବୃଆରୀ ୪ ତାରିଖରେ…

ବ୍ଲେଡ୍‌ରେ ଆକ୍ରମଣ ଘଟଣା, ପ୍ରଶାନ୍ତ ସାମଲକୁ ଦୁଇ ବର୍ଷ ଜେଲ ଦଣ୍ଡ

କଟକ(କେନ୍ଯୁଜ୍) : ଚୌଦ୍ବାର ଅଞ୍ଚଳରେ ୨୦୧୬ ମସିହା ଫେବୃଆରୀରେ ଘଟିଥିବା ବ୍ଲେଡ୍‌ରେ ଆକ୍ରମଣ କରିବା ଘଟଣାର ବିଚାର କରି କଟକ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହକାରୀ ଦୌରା ଜଜ୍ ଯାଜପୁର ମଙ୍ଗଳପୁର ଅଞ୍ଚଳର ପ୍ରଶାନ୍ତ ସାମଲକୁ ଦୁଇ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ଅଦାଲତ…

ଦେଶରେ ପ୍ରଥମ ଘଟଣା: ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସାଂସଦ ଦୋଷୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଦୋଷୀ ସାଂସଦ ହେଉଛନ୍ତି…

ସାଂଘାତିକ! ଅନ୍ୟ କଏଦୀଙ୍କ ସାମ୍ନାରେ କଏଦୀ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଜେଲର, ସୁବିଧା ହେବ ବୋଲି ପ୍ୟାଣ୍ଟରେ…

କଏଦୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବନ୍ଧା ହେଲେ ଜେଲର। ଏଥିପାଇଁ ଚାକିରିରୁ ନିଲମ୍ବିତ ବି ହୋଇଛନ୍ତି। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଆମେରିକାର କାର୍ଲିଫର୍ଣ୍ଣିଆର ଫେସ୍‌ନୋ କାଉଣ୍ଟି ଜେଲରୁ। ଏହି ଜେଲର ୨୭ ବର୍ଷୀୟା ଜେଲରଙ୍କୁ କୋର୍ଟ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ତାଙ୍କୁ…

ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ ମାମଲା: ଭଦ୍ରକ ଆହାରପଦା ଶାଖା ପୋଷ୍ଟମାଷ୍ଟରଙ୍କୁ ୭ବର୍ଷ କାରାଦଣ୍ଡ ସହ ୧୦ ହଜାର…

ଭଦ୍ରକ: ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ ମାମଲାରେ ଭଦ୍ରକ ଜିଲ୍ଲା ଆହାରପଦା ଶାଖା ପୋଷ୍ଟମାଷ୍ଟରଙ୍କୁ ୭ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ଆହାରପଦା ପୋଷ୍ଟ ଅଫିସର ୧୮୫ ଜମାକାରୀଙ୍କର ୩୫ ଲକ୍ଷ…

ପୁଅକୁ ବଞ୍ଚାଇବା ପାଇଁ ଏମିତି ଅଦ୍ଭୁତ କାଣ୍ଡ କଲା ମା’, ଖୋଳିଦେଲା ୩୫ ଫୁଟର ସୁଡଙ୍ଗ

ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଦର ବି ସାମ୍ନା କରିପାରେ । ନିଜକୁ ସନ୍ତାନକୁ ବଞ୍ଚାଇବା ପାଇଁ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିଥାଏ ଜଣେ ମା । ନିଜ ସନ୍ତାନ ପାଇଁ ମା’ କଣ କରିପାରେ, ଏହାର ଏକ ସଦ୍ୟ ଉଦାହରଣ ୟୁକ୍ରେନରେ ଦେଖିବାକୁ ମିଳିଛି ।…

କରୋନା ଯୁଦ୍ଧରେ ସାମିଲ ହେଲେ ତାମିଲନାଡୁ ଜେଲର କଏଦୀ, ପ୍ରତିଦିନ ତିଆରି କରୁଛନ୍ତି ୨୩ ହଜାର ମାସ୍କ

ଦିନେ ଅପରାଧ କରିବା ବେଳେ ମୁହଁ ଲୁଚେଇବାକୁ ମାସ୍କ ବ୍ୟବହାର କରୁଥିବା ଅପରାଧୀ ଆଜି ଲୋକଙ୍କ ହିତ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ଜେଲରେ। ଏଠାକାର କଏଦୀମାନେ ଜିଲ୍ଲା ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ସୂଚନା ମୁତାବକ…

ଜେଲରେ କଏଦୀ ମୋବାଇଲ ରଖିବା ପ୍ରସଙ୍ଗ: ଏଣିକି କଡ଼ାକଡ଼ି କରାଯିବ ଯାଞ୍ଚ, ୭୫ ଲକ୍ଷ ଟଙ୍କାର ଲାଗିବ ଫୋନ ଲୋକେଟର

ଭୁବନେଶ୍ବର: ଜେଲରେ କଏଦୀ ମୋବାଇଲ ଫୋନ ରଖିବା ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଜେଲ ବିଭାଗ । ଏଣିକି ଜେଲ୍‌ରେ କଡ଼ାକଡ଼ି ଯାଞ୍ଚ କରାଯିବ । ୩ଶହଟି ମୋବାଇଲ ଫୋନ ଲୋକେଟର କିଣାଯିବ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି । ସେହିପରି ଚୋରା ମୋବାଇଲକୁ ଜଗିବ…

ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ, ମିଳିଲା ସ୍ପେଶାଲ ଜେଲ ଡିଜି ପଦବୀ

ଭୁବନେଶ୍ବର(କେନ୍ୟୁଜ୍): ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ । ସ୍ପେଶାଲ ଜେଲ ଡିଜି ହେଲେ ମନୋଜ ଛାବ୍ରା। ସେ ଏବେ ସ୍ପେଶାଲ୍‌ ଆର୍ମଡ ପୋଲିସର ସ୍ପେଶାଲ୍‌ ଡିଜି ଅଛନ୍ତି। ଏହାସହ ସେ ଜେଲ୍‌ ବିଭାଗ ଡିଜି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପୂର୍ବରୁ ସତ୍ୟଜିତ ମହାନ୍ତି ଥିଲେ…

କେବଳ ଜଣେ କଏଦୀଙ୍କୁ ନେଇ ଚାଲିଛି ଏହି ‘ଜେଲ୍‌’, ଜାଣନ୍ତୁ କ’ଣ ରହିଛି ଏହା ପଛର ବାସ୍ତବ କଥା

କେନ୍ଦ୍ର ଶାସିତ ଦେଶ ଦାମନ ଆଣ୍ଡ ଦିଉ ‘ଅପରାଧମୁକ୍ତ’ ଟ୍ୟାଗ୍‌ ପାଇବା ପାଇଁ କଡ଼ା ଟକ୍କର ଦେଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି, ଏଠାକାର ସବ୍‌ ଜେଲରେ ମାତ୍ର ଜଣେ ହିଁ କଏଦୀ ବନ୍ଦୀ ଅଛନ୍ତି, ସେ ହେଉଛନ୍ତି ୩୦ ବର୍ଷୀୟ ଦୀପକ୍‌ କାଞ୍ଜି। ଦୀପକ୍‌ ଦୀର୍ଘ ବର୍ଷ ଧରି ଏହି ଜେଲରେ ବନ୍ଦୀ…

ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

କଟକ : ଆଜି ଜେଲରୁ ମୁକୁଳିପାରନ୍ତି ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିବେ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର…

ସୋର: ଆଜୀବନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ଆଜୀବନ ବନ୍ଦୀ ଭାବେ ସଜା କାଟୁଥିବା ଖଇରା ଥାନ ଅଧିନସ୍ଥ କଇଁଥିଗାଡିଆ ଗ୍ରାମର ବିଷ୍ଣ ଚରଣ ରାଉତ ପାରୋଲରେ ଗାଁକୁ ଆସିଥିବା ବେଳେ ତାଙ୍କ ଗାଁର ରଘୁନାଥ ନାୟକ ଓ ତାଙ୍କ ଭାଇ ମିଶି ବିଷ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ବିଷ୍ଣଙ୍କ ଅବସ୍ଥା ଗୁରୁତର…